ଆଉ ସିଙ୍ଗଲ୍ ରହିବେନି ପୁଅ! ଭଡ଼ାରେ ମିଳୁଛନ୍ତି ଗାର୍ଲଫ୍ରେଣ୍ଡ, ଦାମ ଜାଣିଲେ ତାଯୁବ ହେବେ ଆପଣ

 
Rent Girlfriend

କଣ ଆପଣ ସିରିୟସ ରିଲେସନସିପ ଚାହୁଁନାହାନ୍ତି ? ଯଦି ନା ତେବେ ଆପଣଙ୍କ ପାଇଁ ରେଣ୍ଟ ଗର୍ଲଫ୍ରେଣ୍ଡ ସମ୍ପୂର୍ଣ ଫିଟ୍ । ଏବେ ସରିଛି ଭାଲେଣ୍ଟାଇନ ଓ୍ବିକ୍ । ଏହି ଓ୍ବିକରେ ସିଙ୍ଗଲ ଥିବା ବ୍ୟକ୍ତି ନିଶ୍ଚୟ ମନଦୁଃଖ କରୁଥିବେ । ଭାବୁଥିବେ ଆମର ଗୋଟେ ଗର୍ଲଫ୍ରେଣ୍ଡ ଥାଆନ୍ତା କି । ତା’ ସହ ଭାଲେଣ୍ଟାଇନ ଡେ’ ସେଲିବ୍ରେଟ କରିଥାଆନ୍ତି ।

dfgd

କିନ୍ତୁ ଏବେ ମନଦୁଃଖ କରିବାର କିଛିନାହିଁ । ବର୍ତ୍ତମାନ ସିଙ୍ଗଲ ଥିବା ପୁଅମାନଙ୍କ ପାଇଁ ଏକ ଅପ ଲଞ୍ଚ ହେଇଛି ଯେଉଁଥିରେ ଆପଣ ରେଣ୍ଟରେ ଗର୍ଲଫ୍ରେଣ୍ଡ ନେଇପାରିବେ । ଏପରି କିଛି ପୁରୁଷମାନଙ୍କ ପାଇଁ ଭଡ଼ାରେ ମିଳୁଥିବା ଗର୍ଲଫ୍ରେଣ୍ଡ ସମ୍ପୂର୍ଣ ଫିଟ୍ ।

khjy

୨୦୧୮ରେ ଏକ ଆପ୍ ଲଞ୍ଚ ହୋଇଥିଲା । ଯାହାର ନାଁ ଥିଲା ‘ରେଣ୍ଟ ଏ ବୟ’। ଏହି ଆପ୍ ଲଞ୍ଚ ହେବା ପରେ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏହି ଆପ୍ ଜରିଆରେ ଝିଅମାନେ ବୟଫ୍ରେଣ୍ଡ ବୁକ୍ କରିପାରିବେ । ଏହି ଆପ୍ ଲଞ୍ଚ ହେଲା ପରେ କରୋନା ଲକଡାଉନ୍ ହୋଇଯାଇଥିଲା । ଏହା ପରେ ଏହାର ଚର୍ଚ୍ଚା ଧିମା ପଡ଼ିଯାଇଥିଲା । କିନ୍ତୁ ଖୁବ ଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଏକ ଲକ୍ଷରୁ ଅଧିକ ୟୁଜର୍ସ ହୋଇଯାଇଥିଲେ ।

asd

୨୦୨୨ ରେ ବେଙ୍ଗାଲୁରୁର ଯୁବକ ଯୁବତୀଙ୍କ ପାଇଁ ଦୁଇ ଜଣ ଯୁବକ ‘ଦି ବେଟର ଡେଟ’ ନାମରେ ଏକ ଆପ୍ ଲଞ୍ଚ କରିଛନ୍ତି । ଏଥିରେ ଭଡ଼ାରେ ପ୍ରେମିକା ମିଳୁଛନ୍ତି । ସେମିତି ‘ଟୟବୟ’ ନାମରେ ମଧ୍ୟ ଏକ ପେର୍ଟାଲ ବେଙ୍ଗାଲୁରୁରେ ଲଞ୍ଚ ହୋଇଛି । ଚାଇନାରେ ଏହି ଆପ ଜରିଆରେ ଗର୍ଲଫ୍ରେଣ୍ଡ ଅତି ସହଜରେ ମିଳୁଛନ୍ତି । ୩୦ ହଜାର ଟଙ୍କା ଦେଇ ଗର୍ଲଫ୍ରେଣ୍ଡ ବୁକ୍ କରୁଛନ୍ତି ଯୁବକ ।