୨୬ତମ ମହଲାରେ ଏମିତି କଣ ଅଛି ଯାହା ପରି ସବୁଠୁ ଉପରେ‌ ରୁହନ୍ତି ମୁକେଶ-ନୀତା ? କାରଣ ଜାଣି ହେବେ ତାଜୁବ୍

 
Mukesh nita

ମୁକେଶ ଆମ୍ବାନୀଙ୍କୁ ଆପଣ ସମସ୍ତେ ତ ବେଶ୍ ଭଲ ଭାବରେ ଜାଣିଥିବେ । ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ରିଲିଆନ୍ସ ଜିଓର ଚେୟାରମ୍ୟାନ ମଧ୍ୟ ଅଟନ୍ତି । ଭାରତରେ ହୁଏ ତ ଏଭଳି କେହି ନ ଥିବେ ଯିଏ ମୁକେଶ ଅମ୍ବାନୀଙ୍କୁ ଜାଣି ନ ଥିବେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଆମ୍ବାନିଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ନିକଟରେ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଯେଉଁ ବାହାଘର ପୁରା ବିଶ୍ୱକୁ ଚାମକାଇ ଦେଇଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି ଏହି ବାହାଘର ।

Ay

ତେବେ ଆମେ ଆଜି ଆପଣଙ୍କୁ ଅମ୍ବାନୀ ପରିବାରର ଘର ବିଷୟରେ କହିବାକୁ ଯାଉଛୁ.......

ଆଣ୍ଟାଲିଆ । ଆମ୍ବାନିଙ୍କ ଘରର ନାମ ରହିଛି ଆଣ୍ଟାଲିଆ । ଏହି ଆଣ୍ଟାଲିଆରେ ଅମ୍ବାନୀ ତାଙ୍କ ସ୍ତ୍ରୀ ନିତା ଆମ୍ବାନି, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହ ରହନ୍ତି । କୁହାଯାଏ ଅମ୍ବାନୀଙ୍କ ଘରର ନାମ ଆଣ୍ଟଲାଟିକ ମହାସାଗରର ଏକ ଦ୍ଵୀପ ନାମରେ ନାମିତ ।

ଘରେ ମାତ୍ର ୬ ଜଣ ରହୁଥିଲେ ମଧ୍ୟ ଏହି ଘର ସମୁଦାୟ ୨୬ ମହଲା ବିଶିଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଘରଟି ୪୦୦୦୦୦ ସ୍କୋୟାର୍ଫିଟକୁ ନେଇ ମଧ୍ୟ ତିଆରି ହୋଇଛି । କୁହାଯାଏ କି ଭଲ ସୂର୍ଯ୍ୟ କିରଣ ଏବଂ ପବନ ପାଇବା ପାଇଁ କୁଆଡେ ନିତା ଅମ୍ବାନୀ ତାଙ୍କ ପରିବାର ସହ ୨୬ ମହଲାରେ ରୁହନ୍ତି ।

୨୬ ତମ ମହଲାରେ ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ମେହେଟ୍ଟା ଓ ସେମାନଙ୍କର ସନ୍ତାନ ପ୍ରୀତି ଆକାଶ ଅମ୍ବାନୀ ଏବଂ ବେଦ ଆକାଶ ଅମ୍ବାନୀ ରୁହନ୍ତି । ମୁକେଶ ଏବଂ ନୀତାଙ୍କ ଦ୍ୱିତୀୟ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେମାନଙ୍କ ସହିତ ୨୬ ତମ ମହଲାରେ ରୁହନ୍ତି ।