​​​୧୦୦ ପ୍ରାଇଭେଟ୍ ଜେଟ୍, NSG କମାଣ୍ଡୋ ଏବଂ ଅନେକ କିଛି, ଅନନ୍ତ ଅମ୍ବାନୀ ବାହାଘରର ଏହିସବୁ ବ୍ୟବସ୍ଥା ଶୁଣି ହୋଇଯିବେ ତାଜୁବ୍

 
Ambani marriage

ଦୀର୍ଘ ୫ମାସର ପ୍ରି ୱେଡିଂ ସରିବା ପରେ ଏବେ ଫାଇନାଲ ମ୍ୟାରେଜ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା କାଲି ଅନନ୍ତ ଅମ୍ବାନି ରାଧିକା ମରଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ବିବାହର ଆଡମ୍ବର କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ବାହାଘରରେ କେବଳ ଜାତୀୟ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରର ବଡ ବଡ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଉଛନ୍ତି । ଯେଉଁମାନଙ୍କ ପାଇଁ ସେବା ପାଇଁ ଅମ୍ବାନୀ ପରିବାରରେ ବିଶେଷ ବ୍ୟବସ୍ଥା କରା ଯାଇଛି । ଆସିବା ଠାରୁ ଯିବା ପର୍ଯ୍ୟନ୍ତ , ଏପରିକି ମହଙ୍ଗା ରିଟର୍ଣ୍ଣ ଗିଫ୍ଟର ବ୍ୟବସ୍ଥା ମଧ୍ୟ କରା ଯାଇଛି ।

Yu

ତେବେ ପାଖା ପାଖି ୧୦୦ଟି ପ୍ରାଇଭେଟ୍ ଜେଟ ସହିତ ସହରର ନାମିଦାମୀ ହୋଟେଲ ଏପରିକି NSG କମାଣ୍ଡଙ୍କ ସମେତ ସମସ୍ତ ମୁମ୍ବାଇ ପୋଲିସ ମଧ୍ୟ ଅତିଥିଙ୍କ ସେବାରେ ଯୋଗ ଦେବ । 

ଏପରି ବାହାଘର ବୋଧ ହୁଏ ବିଶ୍ବରେ ପ୍ରଥମ ହେବ । ସମସ୍ତ କଳାକାର ଏଥିରେ ଯୋଗ ଦେଇ ଅଭିନୟ କରିବେ । ଏପରିକି ଏହି ବାହାଘରରେ ୨୫୦୦ ରୁ ୩୦୦୦ ପର୍ଯ୍ୟନ୍ତ ଖାଦ୍ୟର ବ୍ୟବସ୍ଥା କରା ଯାଇଛି ।