ବୟସ ଅନୁସାରେ ଏତିକି ଘଣ୍ଟା ଶୋଇବା ହୋଇଥାଏ ବେଷ୍ଟ, ଜାଣନ୍ତୁ ଡାକ୍ତରଙ୍କ ଅନୁସାରେ ଆପଣଙ୍କୁ କେତେ ଘଣ୍ଟା ଶୋଇବା ଉଚିତ୍

 
Sleeping

କଣ ଆପଣଙ୍କୁ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ ହେଉ ନାହିଁ କି ? ତେବେ ଆପଣଙ୍କୁ ହୋଇପାରେ ଏଭଳି ରୋଗ । କାରଣ ଗୋଟିଏ ସୁସ୍ଥ ଶରୀର ପାଇଁ ନିଦ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିଦ ନ ହେବା ଦ୍ବାରା ମାନସିକ ସନ୍ତୁଳନ ମଧ୍ୟ ନଷ୍ଟ ହୋଇଥାଏ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ ଜଣେ କେତେ ସମୟ ଶୋଇବା ଉଚିତ୍ ....

Ay

ଡାକ୍ତରଙ୍କ ଅନୁଯାୟୀ ଗୋଟିଏ ବ୍ୟକ୍ତି ସାତ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଉଚିତ୍ । ଯଦି ସେ ଏପରି କରୁ ନାହିଁ ତେବେ ତାକୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଯେପରିକି ମଧୁମେହ , ହାର୍ଟ ଆଟାକ, ରକ୍ତ ଚାପ ଇତ୍ୟାଦି ।

ରାତିରେ ନିଦ ନା ହେବା ଦ୍ଵାରା ଏହାର କୁପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ ଉପରେ ପଡ଼ିଥାଏ । ତେବେ ଜାଣନ୍ତୁ କେତେ ବର୍ଷର ପିଲା କେତେ ଘଣ୍ଟା ଶୋଇବା ଉଚିତ୍....

୧-୨ ବର୍ଷ : ୧୧ ରୁ ୧୪ ଘଣ୍ଟା 

୩-୫ବର୍ଷ : ୧୧ ରୁ ୧୪ ଘଣ୍ଟା 

୬-୧୨ ବର୍ଷ : ୯ ରୁ ୧୨ ଘଣ୍ଟା 

୧୩-୧୮ ବର୍ଷ : ୮ ରୁ ୧୦ ଘଣ୍ଟା 

୧୮-୬୦ ବର୍ଷ : ୭ ଘଣ୍ଟା 

୬୦ ବର୍ଷରୁ ଉର୍ଦ୍ଧ୍ବ : ୮ ଘଣ୍ଟା ।

ଏକ ରିପୋର୍ଟ ଅନୁଯାୟୀ, କେତେ ଘଣ୍ଟା ଶୋଇବା ଭଲ ତାହା ବୟସ ଅନୁଯାୟୀ ଭିନ୍ନ ହୋଇପାରେ । ଦିନ ଏବଂ ରାତି ଆଧାରରେ ଶୋଇବା ସମୟକୁ ମଧ୍ୟ ବିଭକ୍ତ କରାଯାଇପାରେ । ଯଦି ଆପଣ ଏହି ଉପାୟରେ ଶୋଇଥା'ନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ନିଦ ପାଇପାରିବେ ଏବଂ ଶରୀର ମଧ୍ୟ ସୁସ୍ଥ ହୋଇପାରେ ।