SBI ରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, 5280 ଟି ପୋଷ୍ଟ ଅଛି ଖାଲି, ଏମିତି କରନ୍ତୁ ଆବେଦନ

 
sbi jobs

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ 5 ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯିବ । ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ।  ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

Sbi

ଗୁରୁତ୍ୱପୂର୍ଣ ତାରିଖ :-

ଅନ୍‌ଲାଇନ୍ ଆବେଦନ ଆରମ୍ଭ - 22 ନଭେମ୍ବର 2023

ଆବେଦନର ଶେଷ ତାରିଖ - 12 ଡିସେମ୍ବର 2023

ଏହାର ବିଜ୍ଞପ୍ତି ହେଖିବାକୁ ଚାହୁଁଥିବା ପାର୍ଥୀମାନେ ଏଠାରେ କ୍ଲିକ କରି ଦେଖିପାରିବେ ।

ଖାଲି ପଦବୀ :-

ଅହମ୍ମଦାବାଦ - 430 ଟି ପୋଷ୍ଟ

ଅମରାବତୀ - 400 ଟି ପୋଷ୍ଟ

ବେଙ୍ଗାଲୁରୁ - 380 ଟି ପୋଷ୍ଟ

ଭୋପାଳ - 450 ପୋଷ୍ଟ

ଭୁବନେଶ୍ୱର - 250 ଟି ପୋଷ୍ଟ

ଚଣ୍ଡିଗଡ଼ - 300 ପୋଷ୍ଟ

ଚେନ୍ନାଇ - 125 ଟି ପୋଷ୍ଟ

ଉତ୍ତର ପୂର୍ବାଞ୍ଚଳ - 250 ଟି ପୋଷ୍ଟ

ହାଇଦ୍ରାବାଦ - 425 ପୋଷ୍ଟ

ଜୟପୁର - 500 ପୋଷ୍ଟ

ଲକ୍ଷ୍ନୌ - 600 ପୋଷ୍ଟ

କୋଲକାତା - 230 ଟି ପୋଷ୍ଟ

ମହାରାଷ୍ଟ୍ର - 300 ପୋଷ୍ଟ

ମୁମ୍ବାଇ ମେଟ୍ରୋ - 90 ଟି ପୋଷ୍ଟ

ନୂଆଦିଲ୍ଲୀ - 300 ଟି ପୋଷ୍ଟ

ଥିରୁବନନ୍ତପୁରମ୍ - 250 ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା :-

ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମରେ ସ୍ନାତକ ଡିଗ୍ରୀ

ଆଞ୍ଚଳିକ ଭାଷା ବିଷୟରେ ଜ୍ଞାନ

ବୟସ ସୀମା :-

ପ୍ରାର୍ଥୀଙ୍କ ବୟସ 21 ରୁ 30 ବର୍ଷ ମଧ୍ୟରେ ହେବା ଉଚିତ୍ । ଏଥି ସହିତ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯିବ ।

ଆବେଦନ ଶୁଳ୍କ :-

ସାଧାରଣ, OBC ଏବଂ EWS - 750 ଟଙ୍କା

SC / ST / PH - ମାଗଣା

ଚୟନ ପ୍ରକ୍ରିୟା :-

ଅନଲାଇନ୍ ଲିଖିତ ପରୀକ୍ଷା

ସ୍କ୍ରିନିଂ

ସାକ୍ଷାତକାର

ପରୀକ୍ଷା ନମୁନା :-

ଅନଲାଇନ୍ ଲିଖିତ ପରୀକ୍ଷାରେ ଅବଜେକ୍ଟିଭ୍ ଏବଂ ବର୍ଣ୍ଣନାକାରୀ ଦୁଇଟି ବିଭାଗ ରହିବ ।

ଅବଜେକ୍ଟିଭ୍ ପେପରରେ 120 ମାର୍କର 120 ଟି ପ୍ରଶ୍ନ ରହିବ । ଏଥିରେ ଇଂରାଜୀ, ବ୍ୟାଙ୍କିଙ୍ଗ୍, ସାଧାରଣ ସଚେତନତା, କମ୍ପ୍ୟୁଟର ଆପଟିଟିଭ୍ ଠାରୁ ପ୍ରଶ୍ନ ପଚରାଯିବ ।

ଇଂରାଜୀ ଲେଖା ପରୀକ୍ଷା ବର୍ଣ୍ଣନା ବିଭାଗରେ ନିଆଯିବ । ଏହି ବିଭାଗଟି 50 ମାର୍କର ହେବ ଏବଂ ଏହାର ସମାଧାନ ପାଇଁ 30 ମିନିଟ୍ ଦିଆଯିବ ।

କିପରି କରିବେ ଆବେଦନ :-

ପ୍ରଥମେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ

ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ

ବ୍ୟକ୍ତିଗତ ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ

ୟୁଜର୍ ID ଏବଂ ପାସୱାର୍ଡ ସାହାଯ୍ୟରେ ଲଗ୍ ଇନ୍ କରନ୍ତୁ

ଫର୍ମ ପୂରଣ କରନ୍ତୁ ଏବଂ ଏହାକୁ ଦାଖଲ କରନ୍ତୁ

ଫର୍ମରୁ ଏକ ପ୍ରିଣ୍ଟ ବାହାର କରି ଏହାକୁ ରଖନ୍ତୁ