ଦଶମ ପାସ୍‌ କରିଥିଲେ ଡାକ ବିଭାଗରେ ଚାକିରି ସୁଯୋଗ, ୬୦ ହଜାରରୁ ଅଧିକ ଦରମା, ଏମିତି କରନ୍ତୁ ଆବେଦନ

 
post office job

ଡାକ ବିଭାଗରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରିରେ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଉତ୍ତମ ସୁଯୋଗ ଅଛି । ଭାରତ ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗ କିଛି ପଦବୀରେ ନିଯୁକ୍ତି ଦେବାକୁ ଯାଉଛି । ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ଡାକ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଯୋଗ୍ୟତା ମଧ୍ୟ ବହୁତ କମ୍ ରହିଛି ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

India Post in Karaikudi H O,Karaikudi - Best Government Organisations in  Karaikudi - Justdial

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.indiapost.gov.in/ ମାଧ୍ୟମରେ ଆବେଦନ କରିପାରିବେ । 

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଯୋଗ୍ୟତା :-

ଆଶାୟୀ ତଥା ଆଗ୍ରହୀ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ ପାସ୍ କରିଥିବା ଆବଶ୍ୟକ । ଏହା ସହିତ ପ୍ରାର୍ଥୀଙ୍କର ଏକ ସ୍ୱୀକୃତିପ୍ରାପ୍ତ RTO ରୁ ଡ୍ରାଇଭିଂ ଲାଇସେନ୍ସ ରହିବା ଉଚିତ୍ । କେବଳ ଏତିକି ନୁହେଁ, 3 ବର୍ଷର ଡ୍ରାଇଭିଂ ଅଭିଜ୍ଞତା ମଧ୍ୟ ଆବଶ୍ୟକ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଆବେଦନ ଆରମ୍ଭ ତାରିଖ - 06 ଜାନୁଆରୀ 2024

ଆବେଦନ ପାଇଁ ଶେଷ ତାରିଖ - 16 ଫେବୃଆରୀ 2024

ବୟସ ସୀମା :-

ସର୍ବନିମ୍ନ ବୟସ- 18 ବର୍ଷ

ସର୍ବାଧିକ ବୟସ- 27 ବର୍ଷ

ବୟସ କୋହଳ :-

OBC - 03 ବର୍ଷ

ST / SC - 05 ବର୍ଷ

ଚୟନ ପ୍ରକ୍ରିୟା :-

ଲିଖିତ ପରୀକ୍ଷା

ଡ୍ରାଇଭିଂ ପରୀକ୍ଷା

ଡକ୍ୟୁମେଣ୍ଟ୍ ଯାଞ୍ଚ

ଡାକ୍ତରୀ ପରୀକ୍ଷା

ଦରମା :-

ସର୍ବନିମ୍ନ ଦରମା - 19,900 ଟଙ୍କା

ସର୍ବାଧିକ ମାସିକ ଦରମା - 63,000 ଟଙ୍କା

କିପରି ଆବେଦନ କରିବେ :-

https://www.indiapost.gov.in/ ପରିଦର୍ଶନ କରନ୍ତୁ ଏବଂ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ । ଆବେଦନ ଫର୍ମରେ ନାଁ, ସମ୍ପୂର୍ଣ୍ଣ ଠିକଣା, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ପୁରଣ କରନ୍ତୁ । 100 ଟଙ୍କା ପୋଷ୍ଟ ଅର୍ଡର ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଏହାକୁ ଦିଆଯାଇଥିବା ଠିକଣାରେ ପଠାନ୍ତୁ ।