ସତରେ କଣ ଇନ୍ଦିରା ଗାନ୍ଧୀଙ୍କ ଥିଲା ଅବୈଧ ସମ୍ପର୍କ? ଏଇ ସବୁ ପୁରୁଷ କିଏ? ମିଳିଲା ପ୍ରମାଣ, ଜାଣନ୍ତୁ ପୂରା ଖବର

 
Indira Gandhi

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଇନ୍ଦିରା ଗାନ୍ଧୀ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଯେତିକି କଠୋର ଏବଂ ସଫଳ ଥିଲେ ତାଙ୍କ ଜୀବନ ଯାତ୍ରା ମଧ୍ୟ ସେତିକି ରୋମାଞ୍ଚକର ରହିଥିଲା। ଯେଉଁଥିପାଇଁ ନେହେରୁ ପରିବାର ଏବଂ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଲୋକେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।

Indira gandhi

ତେବେ, ଇନ୍ଦିରା ଗାନ୍ଧୀଙ୍କର ନିଜ ସ୍ୱାମୀ ଫିରୋଜ ଗାନ୍ଧୀଙ୍କ ବ୍ୟତୀତ ଅନେକ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି ତଥ୍ୟ ଅନ୍ୟ କେହି ନୁହେଁ ବରଂ ନେହେରୁ ପରିବାରର ଦୀର୍ଘଦିନ ଧରି ବିଶ୍ୱସ୍ତ ହୋଇ ରହିଥିବା ଏମ.ଓ ମାଥାଇ ପ୍ରକାଶ କରିଛନ୍ତି। ସେ ନିଜ ପୁସ୍ତକ 'ନେହେରୁ ଯୁଗର ସ୍ମୃତିଚାରଣ'ରେ ଏଭଳି ଚକିତ କରିବା ଭଳି କଥା ଲେଖିଛନ୍ତି।

Mathai

ମାଥାଇ ପୁସ୍ତକରେ ଲେଖିଛନ୍ତି ଯେ, 'ତାଙ୍କର ପ୍ରାୟ ୧୨ ବର୍ଷ ଧରି ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ଥିଲା,' ଇନ୍ଦିରାଙ୍କର କ୍ଲିଓପେଟ୍ରୋ ଭଳି ନାକ, ପାଉଲିନ୍ ବୋନାପାର୍ଟଙ୍କ ଆଖି ଏବଂ ଶୁକ୍ର ପରି ସ୍ତନ ରହିଥିଲା। ପୁସ୍ତକର ଆଉ ଏକ ଭାଗରେ ସେ ଏହା ମଧ୍ୟ ଲେଖିଛନ୍ତି ଯେ ଇନ୍ଦିରା 'ଶୋଇଥିବା ଅବସ୍ଥାରେ ବହୁତ ସୁନ୍ଦର ଦେଖାଯାନ୍ତି ଉତ୍କୃଷ୍ଟ ଲାଗନ୍ତି' ଏବଂ ସେ ଯୌନ ସମ୍ପର୍କ କରିବା ବେଳେ 'ଫ୍ରେଞ୍ଚ ମହିଳା ଓ କେରଳ ନାୟାର ମହିଳାଙ୍କ ମିଶ୍ରଣ' ଲାଗନ୍ତି। କେବଳ ଯେ ଭାରତୀୟ ନୁହେଁ ବରଂ ଇନ୍ଦିରାଙ୍କର ଅନେକ ବିଦେଶୀଙ୍କ ସହିତ ମଧ୍ୟ ଅବୈଧ ସମ୍ପର୍କ ରହିଥିବା ଏହି ପୁସ୍ତକରେ କୁହାଯାଇଛି।