ଚିନ୍ତାରେ ବସିବେ ପୁଅ ଅଭାବ ହେବେ ଝିଅ, ବାହାଘର ପାଇଁ ଆଉ ମିଳିବେନି ଝିଅ, ଜାଣନ୍ତୁ ପୁଅଙ୍କ ଭିତରେ ଝିଅ ପାଇଁ କଣ ଘଟିବ

 
Malika bachan

ମାଳିକା ବଚନ ନ ହୁଅଇ ଆନ । ଏ କଥା ଆପଣ ନିଶ୍ଚିତ ଶୁଣିଥିବେ । ତେବେ ମାଳିକା ବଚନ ଅନୁସାରେ କିଛି ଏପରି ଭୟଙ୍କର ହେବାକୁ ଯାଉଛି ୨୦୨୪ରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାଳିକା ବଚନ ଅନୁସାରେ ୨୦୨୪ରେ କଳିଯୁଗ ଶେଷ ହେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୂମିକମ୍ପ , ଅକାଳ ମରୁଡି ଭଳି ଅନେକ ଭୟଙ୍କର ପରିସ୍ଥିତି ଦେଖା ଦେବ । 

Ay

ଏହା ସହିତ ଅନ୍ୟ ଏକ ବାଣୀ ଯାହା ସତ ହେଉଛି ଏବଂ ଏହା ପାଇଁ ସମସ୍ତେ ଚିନ୍ତିତ ମଧ୍ୟ । ଘଟଣାଟି ହେଉଛି ଝିଅର ଅଭାବ । ବାହାଘର ପାଇଁ ଝିଅ ମିଳିବା ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା ପାଲଟିଛି ।

ଏହା ମାଳିକାରେ ମଧ୍ୟ ରଚିତ ରହିଛି ୨୦୨୪ ମସିହା ଠାରୁ ଝିଅ ମାନଙ୍କର ଅଭାବ ଦେଖାଦେବ । ଲୋକେ ଜାତି ଅଜାତି ନ ଦେଖି ବିବାହ କରିବେ । ପୁଅ ମାନଙ୍କ ମଧ୍ୟରେ ଝିଅ ମାନଙ୍କୁ ନେଇ ମହାଭାରତ ମଧ୍ୟ ଦେଖାଦେବ ।