ଏବେ‌ବିବାହ କଲେ ମିଳିବ ୨.୫ ଲକ୍ଷ ଳ! ଜାଣନ୍ତୁ ଏଥି ନିମନ୍ତେ କଣ ରହିଛି ଆବଶ୍ୟକୀୟ ପ୍ରମାଣପତ୍ର

 
Marriage scheme

ସରକାରଙ୍କ ଦ୍ଵାରା ଜାରି ହେଲା ନୂଆ ନିୟମ । ଏଣିକି ବିବାହ କଲେ ପାଇବେ ୨.୫ ଲକ୍ଷ ଟଙ୍କା । ବିବାହିତା ମହିଳା ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା........

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବିବାହ ପ୍ରୋତ୍ସାହନ ଯୋଜନା । ତେବେ ବିବାହିତ ମହିଳା ମାନଙ୍କ ପାଇଁ ସରକାର ଏହି ନିୟମ ଜାରି କରିଛନ୍ତି । ଏହି ଯୋଜନା ଅନୁସାରେ ଯଦି କେହି ଝିଅ ନିଜ ଜାତି ଛାଡି ଅନ୍ୟ ଜାତିର ପୁଅ ତଥା ନିଜ ଠାରୁ ଛୋଟ ଜାତିର ପୁଅକୁ ବିବାହ କରନ୍ତି ତେବେ ସେହି ଝିଅ ମାନଙ୍କୁ ସରକାରଙ୍କ ତରଫରୁ ୨.୫ ଲକ୍ଷ ଟଙ୍କା ମିଳିବ । 

A

ତେବେ ଜାଣନ୍ତୁ ଏହି ଯୋଜନା ଆବେଦନ ପାଇଁ କଣ ରହିଛି ଆବଶ୍ୟକୀୟ ପ୍ରମାଣପତ୍ର .....

ବିବାହର ଏକ ବର୍ଷ ମଧ୍ୟରେ ନବ ବିବାହିତା ଏହି ଯୋଜନା ପାଇଁ ଆବେଦନ କରି ପାରିବେ । ଏହି ଯୋଜନା ଆବେଦନ ପାଇଁ ଉଭୟଙ୍କର ଆଧାର କାର୍ଡ, ବ୍ୟାଙ୍କ୍ ପାସବୁକ, ବୟସ ପ୍ରମାଣ ପତ୍ର, ଭୋଟର କାର୍ଡ ସହିତ ବିବାହ ପ୍ରମାଣ ପତ୍ର ଆବଶ୍ୟକ ରହିଛି । ଏହା ସହିତ ଉଭୟଙ୍କ ବିବାହ ମ୍ୟାରେଜ ଆକ୍ଟ ୧୯୯୫ରେ ରେଜିଷ୍ଟର ହୋଇଥିବା ଆବଶ୍ୟକ ।