IAS ପ୍ରଶ୍ନ: ଏମିତି କେଉଁ ଜିନିଷ ଅଛି ଯାହା ପତ୍ନୀ ନିଜ ସ୍ୱାମୀକୁ କେବେ ଦିଅନ୍ତି ନାହିଁ ? ୯୯% ଲୋକେ ଜାଣି ନାହାନ୍ତି ଉତ୍ତର

 
ques ans

IAS ଅଫିସର ହେବାର ସ୍ବପ୍ନ ସମସ୍ତ ବିଦ୍ୟାର୍ଥୀ ଦେଖନ୍ତି, କିନ୍ତୁ UPSC ର ପରୀକ୍ଷା କ୍ଲିୟର କରିବା ଏତେ ସହଜ ନୁହଁ । ପ୍ରତିଷ୍ଠିତ ସିବିଲ ସେବା ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି ଲୋକେ ମାନନ୍ତି । UPSC ର ପରୀକ୍ଷାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବପିଢ଼ି ସାମିଲ ହୋଇଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ କମ ଜଣ ଚୟନ ହୁଅନ୍ତି । IAS / IPS ଅଫିସର ହେବା ପାଇଁ ପରୀକ୍ଷାର୍ଥୀଙ୍କ ଚୟନ UPSC ର ପରୀକ୍ଷାରେ ପ୍ରି, ମେସ ଏବଂ ଇଣ୍ଟରବ୍ୟୁ ରାଉଣ୍ଡ ପାସ କରିବା ପରେ ହୋଇଥାଏ ।

ଯଦି ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା (ପ୍ରି ଏବଂ ମେସ) ପାସ କରିଦିୟନ୍ତି ତେବେ ତାଙ୍କୁ ଇଣ୍ଟରବ୍ୟୁ ପାଇଁ ଡକାଯାଏ । IAS ଇଣ୍ଟରବ୍ୟୁରେ ଯେଉଁ ଜିନିଷର ସବୁଠୁ ବେଶୀ ଆବଶ୍ୟକତା ପଡିଥାଏ, ତାହା ହେଉଛି ଆତ୍ମବିଶ୍ୱାସ । ଇଣ୍ଟରବ୍ୟୁରେ ଏହି ପ୍ରଶ୍ନ ଆପଣଙ୍କର ପ୍ରେଜେନ୍ସ ଅଫ ମାଇଣ୍ଡ କୁ ଜାଣିବା ପାଇଁ ପଚରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇକି ଆସିଛୁ, ଯାହା ଇଣ୍ଟରବ୍ୟୁରେ ପଚରାଯାଇପାରେ ।

ପ୍ରଶ୍ନ 1 - ଜନ୍ମ ହେଉଛି ସମୁଦ୍ରରେ କିନ୍ତୁ ରହୁଛି ଘରେ, କହିଲା କିଏ ?

ଉତ୍ତର - ଲୁଣ 

ପ୍ରଶ୍ନ 2 - ଯଦି ଆପଣ ନୀଳ ସମୁଦ୍ରରେ ନାଲି ପଥର ପକାନ୍ତି ତେବେ କଣ ହେବ ?

ଉତ୍ତର - ପଥର ଓଦା ହେଇଯିବ ଏବଂ ବୁଡି ଯିବ ।

ପ୍ରଶ୍ନ 3 - ବିଶ୍ୱରେ କେଉଁ ଦେଶ ପାଖରେ ସବୁଠୁ ଅଧିକା ପରମାଣୁ ଅସ୍ତ୍ର ଅଛି ?

ଉତ୍ତର - ରୁଷ 

ପ୍ରଶ୍ନ 4 - ଏମିତି ଏକ ଜିନିଷ ଅଛି ଯାହା ପ୍ରତି ମାସରେ ଗୋଟେ ଥର ଆପଣଙ୍କ ପାଖକୁ ଆସେ କିନ୍ତୁ 24 ଘଣ୍ଟା ପରେ ପଳେଇଯାଏ ?

ଉତ୍ତର - ତାରିଖ 

gk question

ପ୍ରଶ୍ନ 5 - ଜଣେ ବ୍ୟକ୍ତି 15 ଦିନ ପର୍ଯ୍ୟନ୍ତ ନ ଶୋଇକି କେମିତି ରହିବ ?

ଉତ୍ତର - ରହିପାରିବ କାହିଁକିନା ସେ ରାତିରେ ଶୋଇଥାଏ ।

ପ୍ରଶ୍ନ 6 - ଏମିତି ଏକ ଜିନିଷ ଅଛି ଯାହା ଆମକୁ ଗୋଟେ ଥର ମାଗଣାରେ ମିଳିଥାଏ କିନ୍ତୁ ଦ୍ୱିତୀୟଥର ନୁହେଁ ?

ଉତ୍ତର - ଦାନ୍ତ 

ପ୍ରଶ୍ନ 7 - ଯହିଁ ମୁଁ ଆପଣଙ୍କ ଭଉଣୀକୁ ସାଙ୍ଗରେ ନେଇ ପଳାଏ ତେବେ ଆପଣ କଣ କରିବେ ?

ଉତ୍ତର - ପରୀକ୍ଷାର୍ଥୀ ଉତ୍ତର ଦେଲେ : ମୁଁ ବହୁତ ଖୁସି ହେବି, କାହିଁକିନା ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଯୋଗ୍ୟ ବର ମୁଁ ଖୋଜି ପାରିନଥାନ୍ତି ।

ପ୍ରଶ୍ନ 8 - ସେ କିଏ, ଯିଏ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଅନେଇକି ରହିଥାଏ ?

ଉତ୍ତର - ସୂର୍ଯ୍ୟମୁଖୀ ଫୁଲ 

ପ୍ରଶ୍ନ 9 - ଭାରତର ସବୁଠୁ ଖତରନାକ ମିସାଇଲର ନାମ କଣ ?

ଉତ୍ତର - ଅଗ୍ନି-5

ପ୍ରଶ୍ନ 10 - ବର୍ଷର କେଉଁ ମାସରେ 28 ଦିନ ହୋଇଥାଏ ?

ଉତ୍ତର - ସବୁ ମାସରେ 

ପ୍ରଶ୍ନ 11 - ଏମିତି ଏକ ଜିନିଷ ଅଛି ଯାହା ପତ୍ନୀ ନିଜ ସ୍ୱାମୀକୁ କେବେ ଦିଅନ୍ତି ନାହିଁ ?

ଉତ୍ତର - ନିଜର ସରନେମ 

ପ୍ରଶ୍ନ 12 - ଏମିତି ଏକ ଯିବ ଅଛି, ଯିଏ ପାଣିରେ ରହୁଛି କିନ୍ତୁ ପାଣି ଜମା ପିଏନି ?

ଉତ୍ତର - ବେଙ୍ଗ କେବେବି ଆମ ଭଳି ପାଣି ପିଏ ନାହିଁ କିନ୍ତୁ ଏହାର ଚର୍ମ ମାଧ୍ୟମରେ ଜଳ ଶୋଷଣ କରେ । 

ପ୍ରଶ୍ନ 13 - ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୂରତା କେତେ ?

ଉତ୍ତର - ଜମା ନାହିଁ, କାହିଁକିନା ପାକିସ୍ତାନ ଯୋଉଠି ସରୁଛି ସେଇଠୁ ଆରମ୍ଭ ହେଉଛି ଭାରତ ।

ପ୍ରଶ୍ନ 14 - ଏମିତି ଏକ ଜିନିଷ ଅଛି, ଯାହାକୁ ଦିନର ଆଲୋକରେ ମଧ୍ୟ ଦେଖି ପାରିନାହୁଁ ?

ଉତ୍ତର - ଅନ୍ଧାରକୁ 

ଆହୁରି ପଢନ୍ତୁ :- IAS Interview: ରାମୁ କାକାଙ୍କୁ ପାରାଚ୍ୟୁଟ୍ ବିନା ବିମାନରୁ ବାହାର କରିଦିଆଗଲା, ସେ କିପରି ବଞ୍ଚିଲେ ? ଉତ୍ତର ଜାଣିଲେ ତାଯୁବ ହେବେ ଆପଣ