୫ ବର୍ଷରେ ମୋଦୀଙ୍କ ଆକାଉଣ୍ଟରେ ରହିଛି ଏତିକି ଟଙ୍କା, ରୋଜଗାର ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ

 
Modi

ବର୍ତ୍ତମାନ ସମୟରେ ଦେଶରେ ବିଧାୟକ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ , ଯନ୍ତ୍ରୀ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପକେଟକୁ ଗରମ କରିବାରେ ଲାଗିଛନ୍ତି । ଘର , ଗାଡ଼ି , ସମ୍ପତ୍ତି କଥା ତ ନ କହିଲେ ଭଲ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଏଭଳି ଏକ ରାଜନୈତିକ ପରିସ୍ଥିତିରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିକୁ ନେଇ ଆଗ୍ରହ ସୃଷ୍ଟି ହେବା ସାଧାରଣ କଥା ଅଟେ । କଣ ଆପଣ କେବେ ଭାବିଛନ୍ତି ମୋଦୀଙ୍କର କେତେ ସମ୍ପତ୍ତି ରହିଛି ଓ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି ?

R

ନିର୍ବାଚନ ନିମନ୍ତେ ମୋଦି ନିଜର ଆୟ ଓ ସମ୍ପତ୍ତିର ତଥ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଉପସ୍ଥାପନ କରିଛନ୍ତି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 ତେବେ ଜାଣନ୍ତୁ ମୋଦୀଙ୍କ ନିକଟରେ ରହିଛି କେତେ ଟଙ୍କା .......

୨୦୧୮ ରୁ ୧୯ ମଧ୍ୟରେ ମୋଦୀଙ୍କର ଆୟ ଥିଲା ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା । ୨୦୧୯ ରୁ ୨୦ ମଧ୍ୟରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା , ୨୦୨୦ ରୁ ୨୧ରେ ୧୭ ଲକ୍ଷ ୩୬ ହଜାର ୮୭୦ ଟଙ୍କା ଏବଂ ୨୦୨୧ ରୁ ୨୨ ମଧ୍ୟରେ ୧୫ ଲକ୍ଷ ୪୮ ହଜାର ୮୭୦ ଟଙ୍କା ରହିଛି । ୨୦୨୨ ରୁ ୨୩ ମଧ୍ୟରେ ତାଙ୍କର ରୋଜଗାର ରହିଛି ୨୩ ଲକ୍ଷ ୫୬ ହଜାର ୮୦ ଟଙ୍କା ।