ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରେମରେ ଅସଫଳ ହୋଇ ପୁରୁଷ ଜୀବନ ହାରିଲେ ପ୍ରେମିକାକୁ ଦୋଷୀ କରାଯାଇପାରିବନି, ଜାଣନ୍ତୁ ପୁରା ଖବର

 
Highcourt

ଏଣିକି ପ୍ରେମରେ ଅସଫଳ ହୋଇ ଆତ୍ମହତ୍ୟା କରୁଥିବା ଯୁବକଙ୍କ ପାଇଁ ଦାୟୀ କରାଯିବ ନାହିଁ ଗାର୍ଲ୍ ଫ୍ରେଣ୍ଡ୍ କୁ । ସାମ୍ନାକୁ ଆସିଲା ହାଇକୋର୍ଟର ଏକ ବଡ଼ ନିଷ୍ପତ୍ତି , ଲାଗୁ ହେବ ନୂଆ ନିୟମ । ଆଉ ଏଣିକି ମନ ଇଛା କରା ଯିବନି କାର୍ଯ୍ୟାନୁଷ୍ଠାନ । 

Love

ଛତିଶଗଡ ହାଇକୋର୍ଟ ଜାରି କରିଛି ନୂଆ ନିୟମ । ଏବେ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ନେଇଥିଲା ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ପ୍ରେମରେ ଅସଫଳ ହୋଇ ଆତ୍ମହତ୍ୟା କରିବା ଓଡ଼ିଶାରେ ନୂଆ ନୁହେଁ  । ଏପରି ଘଟଣାରେ ସମସ୍ତେ ସତ୍ୟା ସତ୍ୟ ଜାଣିବାକୁ ଚେଷ୍ଟା କରିବା ପରିବର୍ତ୍ତେ ସମସ୍ତେ ଗାର୍ଲ୍ ଫ୍ରେଣ୍ଡ୍ କୁ ଦାୟୀ କରନ୍ତି । 

ଏଭଳିକି ଅନେକ ସମୟରେ ବିନା କୌଣସି ପ୍ରମାଣ ପତ୍ରରେ କେବେକ ତାର ଘର ଲୋକଙ୍କ ଅଭିଯୋଗ କ୍ରମେ ମଧ୍ୟ ପୋଲିସ୍ ଗାର୍ଲ୍ ଫ୍ରେଣ୍ଡ୍ କୁ ଗିରଫ କରିଥାଏ । ହେଲେ ଏ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକଚୂଡାନ୍ତ ନିସ୍ପତ୍ତି ନେଇଛନ୍ତି । 

Court order

ବିଚାରପତି ପ୍ରାର୍ଥୀ ପ୍ରତୀମ ସାହୁ କହିଛନ୍ତି ଯେ ଏପରି ଛାତ୍ର ପରୀକ୍ଷାରେ ଖରାପ୍ ପ୍ରଦର୍ଶନ କାରଣରୁ ଆତ୍ମହତ୍ୟା ନ କରେ ତେବେ ଶିକ୍ଷକଙ୍କୁ ଏ ନେଇ ଦୋଷୀ ସାବ୍ୟସ୍ତ କରା ଯାଇ ପାରିବ ନାହିଁ । ଠିକ୍ ସେହିପରି ପ୍ରେମୀ ପ୍ରେମରେ ଅସଫଳତା ପାଇଁ ସେଆତ୍ମହତ୍ୟା କଲେ ସେଥି ପାଇଁ ପ୍ରେମିକଙ୍କୁ ଦାୟୀ କରାଯିବ ନାହିଁ ।

କହିବା ଅନୁସାରେ ଏହା ଆତ୍ମହତ୍ୟା ଭଳି ନିଷ୍ପତ୍ତି ମାନସିକ ସ୍ତରରେ ଦୁର୍ବଳ ଥିବା ବ୍ୟକ୍ତି ହିଁ ନେଇ ଥାନ୍ତି । ସେଥି ପାଇଁ ଅନ୍ୟ କାହାକୁ ଦାୟୀ କରିବା ଉଚିତ୍ ନୁହେଁ ।