ଓଡ଼ିଶାରେ ଖାଲି ପଡ଼ିଛି 1300 ସରକାରୀ ପଦବି, ଏମିତି କରନ୍ତୁ ଆବେଦନର, ଜାଣନ୍ତୁ କଣ ରହିଛି ଯୋଗ୍ୟତା
ରାଜ୍ୟରେ ଚାକିରି ଆଶା କରୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ( OSSSC) 921 ଲ୍ୟାବ ଟେକ୍ନିସିଆନ ପଦବୀରେ ନିଯୁକ୍ତି ଘୋଷଣା କରିଛି । ଆବେଦନ କରିବାର ଆଜି ହେଉଛି ଶେଷ ଦିନ । ଏହି କାର୍ଯ୍ୟ ପାଇଁ ଓଡିଶା ସରକାରଙ୍କ ଅଧୀନରେ 1300 ପଦବୀ ନିଯୁକ୍ତ ହେବ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ସହିତ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀଙ୍କ ବୟସ 21 ରୁ 38 ବର୍ଷ ମଧ୍ୟରେ ହେବା ଉଚିତ୍ । ନିମ୍ନରେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କରେ କ୍ଲିକ୍ କରି ପ୍ରାର୍ଥୀମାନେ ଏହା ବିଷୟରେ ସବିଶେଷ ତଥ୍ୟ ପାଇପାରିବେ ।
ଲ୍ୟାବ ଟେକ୍ନିସିଆଲ ନୋଟିଫିକେସନ ଲିଙ୍କ - https://www.osssc.gov.in/Docs/LT-Adv-709.PDF
ଲ୍ୟାବ ଟେକ୍ନିସିଆଲ ଆବେଦନ ଲିଙ୍କ - https://www.osssc.gov.in/Public/OSSSC/Default.aspx
ରେଡିଓଗ୍ରାଫର ନୋଟିଫିକେସନ ଲିଙ୍କ - https://www.osssc.gov.in/Docs/Radiographer-Full-adv-717.PDF
ରେଡିଓଗ୍ରାଫର ଆବେଦନ ଲିଙ୍କ - https://www.osssc.gov.in/Public/Pages/Post_detail_information.aspx