ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ହଜାରେ ଟଙ୍କା ରଖି ପାଆନ୍ତୁ ୧୫ ଲକ୍ଷ, ଜାଣନ୍ତୁ ପୁରା ସ୍କିମ୍
ପୋଷ୍ଟାଲରେ ରଖନ୍ତୁ ଟଙ୍କା ଆଉ ହୋଇ ଯାଆନ୍ତୁ ଲକ୍ଷପତି । ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ଆସିଲା ବଡ ଖବର । ଏହି ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ । ଏକ ହଜାର ଟଙ୍କା ରଖିଲେ ଆପଣ ୧୫ ଲକ୍ଷ ଟଙ୍କା ପାଇପାରିବେ । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି ।
ଏହି ଯୋଜନା କମ୍ ସଂଚୟରେ ଆପଣଙ୍କୁ ଲାଭବାନ କରାଇବ । ଇଣ୍ଡିଆ ପୋଷ୍ଟ ଲୋକମାନଙ୍କ ପାଇଁ ସବୁବେଳେ ଅନେକ କିଛି ଯୋଜନା ଆଣିଥାଏ । ଆଉ ଏହି ଯୋଜନା ଲୋକମାନଙ୍କର ଲାଭ କରିଥାଏ । ୫ ଲକ୍ଷ ଟଙ୍କା ଜମା କରିଲେ ୧୫ ଲକ୍ଷ ମିଳିବ ବୋଲି ଏବେ ଖବର ଆସିଛି । ଏବେ ଏହି ଯୋଜନା ବିଷୟରେ ଯିଏ ଶୁଣିବ ସେ ଖୁସି ହୋଇଯିବ । ଏବେ ଆସିଥିବା ଖବର ହେଉଛି ୫ ବର୍ଷ ଜମା କରିଲେ ଆପଣମାନେ ୧୫ ଲକ୍ଷ ଟଙ୍କା ପାଇବେ ।
ଏନଏସି ବା ଜାତୀୟ ସଞ୍ଚୟ ପ୍ରମାଣ ପତ୍ର ନାମରେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏବେ ମିଲିଥିବା ସୁଚନା ଅନୁସାରେ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ଡିପୋଜିଟ କରିବାର ରାଶି ହେଉଛି ଏକ ହଜାର ଟଙ୍କା । ଆଉ ଏକ ହଜାର ଟଙ୍କା ସଞ୍ଚୟ କରିଲେ ଆପଣ ୧୫ ଲକ୍ଷ ଟଙ୍କା ପାଇପାରିବେ । ଅଧିକ ରୁ ଅଧିକ ରାଶି ଆପଣମାନେ ସଞ୍ଚୟ କରିପାରିବେ । ଏହି ଯୋଜନା ଏବେ ଚର୍ଚ୍ଚାକୁ ଆସିଛି ବୋଲି ସୂଚନା ମିଳିଛି ।
ଏବେ ଏହି ଯୋଜନାକୁ ଲକ୍ଷ୍ୟ ରଖି କାର୍ଯ୍ୟକାରୀ କରାଯାଇଛି । ଦୁଇ ରୁ ତିନିଜଣ ଏହି ଯୋଜନାରେ ଖାତା ଖୋଲି ପାରିବେ । ଏହି ଯୋଜନାରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଆପଣ ଜଣେ ଭାରତୀୟ ହେବା ଆବଶ୍ୟକ । ଭାରତୀୟ ହୋଇଥିଲେ ଏହି ଯୋଜନା ଆପଣମାନେ ଆବେଦନ କରିପାରିବେ । ଏହି ଯୋଜନାରେ ଅବଧି ୫ ବର୍ଷ ରହିଥିବା ବେଳେ ମାସକୁ ୧ ହଜାର ଟଙ୍କା ରଖି ପାରିବେ । ଏହି ଟଙ୍କା ଉଠାଇ ହେବ ନାହିଁ । ଆଉ ଏହି ଟଙ୍କା ଉଠାଇବା ପାଇଁ କିଛି ନିୟମ ଦରକାର । ଆପଣ କିଛି ପରିସ୍ଥିତିରେ ଟଙ୍କା ଉଠାଇ ପାରିବେ ବୋଲି ସୂଚନା ମିଳିଛି ।