ସରକାର ଦେଲେ ଚେତାବନୀ, ଏହି ଲୋକ ମାନଙ୍କର ଅଚଳ ହୋଇଯିବ ଆଧାର କାର୍ଡ, ଶୀଘ୍ର କରାଇ ନିଅନ୍ତୁ ଏହି ଜରୁରୀ ଅପଡେଟ

 
Adhar card update

କଣ ଆପଣ ଏଯାଏଁ ବି କରିନାହାନ୍ତି ଏହି ସବୁ ଅପଡେଟ। ଯଦି ନା ତେବେ ଅଚଳ ହୋଇ ପରେ ଆପଣଙ୍କ ଆଧାର କାର୍ଡ। ସମସ୍ତ ସୁବିଧାରୁ ଆପଣ ହୋଇ ପାରନ୍ତି ବଞ୍ଚିତ। ହଁ ଆଜ୍ଞା ଆଧାର କାର୍ଡ ହିତାଧିକାରୀ ମାନଙ୍କ ପାଇଁ ଆସିଗଲା ପଡ ସୂଚନା। ସମୟ ଥାଉ ଥାଉ କରାଇ ନିଅନ୍ତୁ ଏହି ସବୁ କାମ ନଚେତ୍ ଆଗକୁ ହୋଇ ପାରନ୍ତି ହଇରାଣ।

 

ଜାଲସରକାରଙ୍କ ଙ୍କ ନିୟମ ଅନୁସାରେ କେତେକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଆଧାର କାର୍ଡ ର ଅପଡେଟ ଜରୁରୀ ହୋଇ ଥାଏ। ତେବେ ଯେଉଁ ମାନେ ଗତ ୧୦ ବର୍ଷ ଧରି ଆଧାର କାର୍ଡ କୁ ଅପଡେଟ କରି ନାହାଁନ୍ତି ସେମାନଙ୍କ ଆଧାର କାର୍ଡ ଅଚଳ ହୋଇଯିବ। ତେବେ ଜାଣନ୍ତୁ କିପରି ଓ କେଉଁଠାରେ କରିବେ ନିଜର ଆଧାର କାର୍ଡ କୁ ଅପଡେଟ। 

WhatsApp Channel (Join Now) Join Now

 Follow our WhatsApp channel and get all the Latest news

ଚଳିତ ବର୍ଷ ଏପରି ବ୍ୟକ୍ତି ମାନଙ୍କ ପାଇଁ ମାର୍ଚ୍ଚ ୧୪ ତାରିଖ ଶେଷ ସମୟସୀମା ରହିଛି। ଏହା ପୂର୍ବରୁ ନିଜ ଆଧାର କାର୍ଡ କୁ ଅପଡେଟ କରାଇ ନିଅନ୍ତୁ। ତେବେ ଏହା କରିବା ଅତ୍ୟନ୍ତ ସହଜ ଏଟେ। ଏଥି ପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡ଼ିବନି। ନିଜ ଘରେ ବସି କରାଇ ପାରିବେ ଆଧାର କାର୍ଡ ଅପଡେଟ। 

Adhar card

ଏଥି ପାଇଁ ଆପଣ ଆଧାର କରେକ୍ସନ ତଥା ଅପଡେଟ ୱେବସାଇଟ କୁ ଯାଆନ୍ତୁ। ସେଠାରେ ପାଇଁ ନିଜର ଆଧାର ନମ୍ୱର୍ ଦିଅନ୍ତୁ। ଉକ୍ତ ଆଧାରରେ ଲିଙ୍କ ଥିବା ଫୋନ ନମ୍ବରକୁ ଏକ ଓଟିପି ଆସିବ। ଯାହାକୁ ଆପଣ ଉକ୍ତ ସାଇଡ ରେ ଦିଅନ୍ତୁ। ପରେ ଆବଶ୍ୟକ ସମସ୍ତ ଅଥ୍ୟ ଠିକ୍ ଠିକ୍ ଭାବେ ଦିଅନ୍ତୁ। ଯାହା ପରେ ଆପଣଙ୍କ ପାଖକୁ ଏକ ନୂଆ ଆଧାର ସଫ୍ଟ୍ କପି ଆସିଯିବ। ତାକୁ ଆପଣ ପ୍ରିଣ୍ଟ ଆଉଟ୍ ମଧ୍ୟ ବାହାର କରିପାରିବେ।