ଦେଖନ୍ତୁ ଭିଡ଼ିଓ: ଗାଈ କୁ ବିନା କାରଣରେ ଆକ୍ରମଣ କରିବା ମାହାଙ୍ଗା ପଡିଲା, ମେଣ୍ଢା କୁ ଶୁଖିଲା ପତ୍ର ଭଳି ଉଡାଇ ଦେଲା ଗାଈ

 
gai n mendha

କଥା ରେ ଅଛି ନିଜର ଶକ୍ତି କୁ ଦେଖି ଅନ୍ୟ ଉପରେ ଆକ୍ରମଣ କରିବା ଉଚିତ । ମାତ୍ର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରିୟାଣା ର ସୋନିପଥ ଅଞ୍ଚଳରେ, ଯେଉଁଠାରେ ଏକ ମେଣ୍ଢା ବିନା କାରଣରେ ଗାଈ କୁ ଆକ୍ରମଣ କଲା ।

ଏହି ସମୟରେ ଫାର୍ମ ର ମାଲିକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ସେୟାର କରିଛନ୍ତି । ଗାଈ ନିଜର ଶକ୍ତି ପଦର୍ଶନ କରି ମେଣ୍ଢା କୁ ପବନରେ ଉଠେଇ ପକେଇଲା ।