ଭାରତରେ ଅଛି ଏକ ଅଜବ ସ୍ଥାନ, ଯେଉଁଠି ନିଜ ଭଉଣୀ କୁ ବିବାହ କରେ ଭାଇ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
bhai bhauni bibah

କଣ ଆପଣ ଜାଣନ୍ତି ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଭାଇ ଭଉଣୀ ବିବାହ କରନ୍ତି । ଯଦି ଏପରି ନ କରନ୍ତି ତେବେ ସେମାନଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଏଭଳି ଏକ ପରମ୍ପରା ଭାରତର ଏକ ରାଜ୍ୟରେ ହିଁ ରହିଛି । ଯାହା ଆଜି କି କାଲିର ନୁହେଁ ବରଂ ଶତାବ୍ଦୀ ପୁରୁଣା ପ୍ରଥା । ତେବେ ଏଭଳି ଏକ ପରମ୍ପରା ଭାରତର ଏକ ଆଦିବାସୀ ଜନଜାତି ଦ୍ଵାରା ପାଳିତ ହୋଇଥାଏ ।

A

ଛତିଶଗଡ ରାଜ୍ୟର ଘଞ୍ଚ ଜଙ୍ଗଲରେ ବସବାସ କରୁଥିବା ଧ୍ରୁବା ନାମକ ଆଦିବାସୀ ଏହି ପରମ୍ପରା ପାଳନ କରିଥାନ୍ତି । ସେମାନଙ୍କ କହିବା ଅନୁସାରେ ନିଜ ଜନଜାତି ତଥା ସମ୍ପ୍ରଦାୟର ରକ୍ଷା କରିବା ପାଇଁ ସେମାନେ ଏପରି କରିଥାନ୍ତି ।

ସେମାନଙ୍କ ପରମ୍ପରା ଅନୁସାରେ , ସେମାନଙ୍କ ବିବାହ ସେମାନଙ୍କ ଘରର ଭାଇ ଭଉଣୀଙ୍କ ସହ ହୋଇଥାଏ । ଏବଂ ଯେଉଁମାନେ ଏପରି କରିବାକୁ ମନା କରନ୍ତି ସେମାନଙ୍କୁ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ ।