ଦେଖନ୍ତୁ ଭିଡ଼ିଓ: ଟ୍ରେନ ଲାଇନ ପାଖରେ ଭାରସାମ୍ୟ ହାରଇ ବାଇକ ସହ ପଡିଗଲେ ଯୁବକ, ସେପଟୁ ଆସିଲା ଟ୍ରେନ, ଆଉ ତାପରେ

 
accident

ଏକ ଭୟଙ୍କର ଦୁର୍ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି । ଜଣେ ଯୁବକ ଟ୍ରେନ ଲାଇନ ପାର କରିବା ବେଳେ ଏହି ଦୁର୍ଘଟଣା ହେଲା । 


ବାଇକ ରୁ ଭାରସାମ୍ୟ ହାରଇ ଯୁବାଲା ଟ୍ରେନ ଲାଇନ ଉପରେ ପଡିଗଲେ । ସେପଟୁ ଆସିଗଲା ଟ୍ରେନ, କିନ୍ତୁ ଯୁବକ ଜଣଙ୍କ ନିଜକୁ ଟ୍ରେନ ଲାଇନ ରୁ ଦୁରେଇ ନେଲେ । ସୂଚନା ମୁକୁତବକ ଯୁବକ ବର୍ତମାନ ସୁସ୍ଥ ଅଛନ୍ତି ।