ଭାଇରାଲ୍ ହେଲା ରିୟାନ୍ ପରାଗଙ୍କ ଗୁମର, ଖୋଜୁଛନ୍ତି ଅଭିନେତ୍ରୀଙ୍କ ହଟ୍ ଫଟୋ ଓ ଭିଡିଓ, ଜାଣନ୍ତୁ ପୁରା ଖବର

 
Riyan parag

ନିଜର ଫ୍ରି ଟାଇମ୍ ରେ କିଛି ଏପରି ହଟ୍ ଓ ସେକ୍ସ୍ ଭିଡ଼ିଓ ଦେଖନ୍ତି ଏହି କ୍ରିକେଟର ! ଆଇପିଏଲରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ବେଶ ପ୍ରଶଂସିତ ହେବା ପରେ ଏବେ ଏପରି କିଛି ଘଟଣା ପାଇଁ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି ଏହି କ୍ରିକେଟର ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଫେମସ ଷ୍ଟାର କ୍ରିକେଟର ରିୟାନ ପରାଗ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ରିୟାନଙ୍କ ୟ୍ୟୁ ଟୁବ୍ ସର୍ଚ୍ଚ ହିଷ୍ଟ୍ରି । ଯେଉଁଥିରେ ରିୟାନ ବଲିଉଡ୍ ସୁନ୍ଦରୀ ମାନଙ୍କର ହଟ୍ ଭିଡ଼ିଓ ସର୍ଚ୍ଚ କରିବାର ସାମ୍ନାକୁ ଆସିଛି । 

A

ସରି ଯାଇଛି ଆଇପିଏଲ ଫାଇନାଲ ମ୍ୟାଚ । ରାଜସ୍ଥାନ ରୟାଲ୍ସର ଫେମସ୍ କ୍ରିକେଟର ଅଟନ୍ତି ରିୟାନ ପରାଗ । ଆଇପିଏଲରେ ଶାନଦାର ବ୍ୟାଟିଂ ପାଇଁ ସେ ସୃଷ୍ଟି କରି ପାରିଛନ୍ତି ନିଜର ଏକ ସ୍ଵତନ୍ତ୍ର ପରିଚୟ ।

ହେଲେ ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିବା ପରେ କିଛି ମାତ୍ରାରେ ଦର୍ଶକ ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ରିୟାନଙ୍କ ବିରୋଧରେ ବିଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନକୁ ଫାଇନାଲରେ ପହଞ୍ଚାଇବାରେ ରିୟାନଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।