ଆକାଶ ଅମ୍ବାନିଙ୍କ ବାହାଘର କାର୍ଡ ଏତେ ମହଙ୍ଗା ଯେ ପାଇଲା ବାଲା ବି ହେଇଯିବ ମାଲାମାଲ୍

ଦେଶର ସବୁଠାରୁ ବଡ ବିଜନେସ୍ ମେନ୍ ଆଉ ସବୁଠାରୁ ଧନୀ ପରିବାର ଅମ୍ବାନୀ ପରିବାର ନିଜ ପିଲାଙ୍କ ବାହାଘରର ଅୟୋଜନ ବହୁତ୍ ଜୋର୍ ସୋରରେ କରିବାରେ ଲାଗିଛନ୍ତି. ଜଣେଇଦେଉଛୁ ଯେ ମୁକେଶ ଅମ୍ବାନୀଙ୍କ ପୁଅ ଓ ଝିଅ ନିର୍ବନ୍ଧ ସରିସାରିଛି. ଆଉ ଏବେ ଆକାଶ ଅମ୍ବାନୀଙ୍କ ଅଫିସିଆଲ୍ ଫଙ୍କସନ ହେବାକୁ ଯାଉଛି. ଏହି କାର୍ଯ୍ୟକ୍ରମରକୁ ନେଇ ତିଆରି କରାଯାଇଥିବା ଇନଭିଟେସନ୍ କାର୍ଡ ଅମ୍ବାନୀ ପରିବାର ଛପେଇଛନ୍ତି ତାହା ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଛି. ପୁଅ ଆକାଶ ଅମ୍ବାନୀଙ୍କ
 
ଆକାଶ ଅମ୍ବାନିଙ୍କ ବାହାଘର କାର୍ଡ ଏତେ ମହଙ୍ଗା ଯେ ପାଇଲା ବାଲା ବି ହେଇଯିବ ମାଲାମାଲ୍

ଦେଶର ସବୁଠାରୁ ବଡ ବିଜନେସ୍ ମେନ୍ ଆଉ ସବୁଠାରୁ ଧନୀ ପରିବାର ଅମ୍ବାନୀ ପରିବାର ନିଜ ପିଲାଙ୍କ ବାହାଘରର ଅୟୋଜନ ବହୁତ୍ ଜୋର୍ ସୋରରେ କରିବାରେ ଲାଗିଛନ୍ତି. ଜଣେଇଦେଉଛୁ ଯେ ମୁକେଶ ଅମ୍ବାନୀଙ୍କ ପୁଅ ଓ ଝିଅ ନିର୍ବନ୍ଧ ସରିସାରିଛି. ଆଉ ଏବେ ଆକାଶ ଅମ୍ବାନୀଙ୍କ ଅଫିସିଆଲ୍ ଫଙ୍କସନ ହେବାକୁ ଯାଉଛି. ଏହି କାର୍ଯ୍ୟକ୍ରମରକୁ ନେଇ ତିଆରି କରାଯାଇଥିବା ଇନଭିଟେସନ୍ କାର୍ଡ ଅମ୍ବାନୀ ପରିବାର ଛପେଇଛନ୍ତି ତାହା ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଛି.

ଆକାଶ ଅମ୍ବାନିଙ୍କ ବାହାଘର କାର୍ଡ ଏତେ ମହଙ୍ଗା ଯେ ପାଇଲା ବାଲା ବି ହେଇଯିବ ମାଲାମାଲ୍

ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ପାଇଁ ପରିବାର ଯୋଉ ଇନଭିଟେସନ୍ କାର୍ଡ ତିଆରି କରିଛନ୍ତି. ସେଇଟା ବହୁତ୍ ହି ଆକର୍ଷଣୀୟ ହେଇଛି. ଏହି କାର୍ଡର ଏତେ ଦାମିକିଆ ଯେ ଏହାର ଫଟୋ ଆସୁ ଆସୁ ହିଁ ଇଣ୍ଟରନେଟରେ ଭାଇରାଲ୍ ହେଇଯାଇଛି.

ଆକାଶ ଅମ୍ବାନିଙ୍କ ବାହାଘର କାର୍ଡ ଏତେ ମହଙ୍ଗା ଯେ ପାଇଲା ବାଲା ବି ହେଇଯିବ ମାଲାମାଲ୍

ବାହାଘର କାର୍ଡ ଗୋଟେ ଧଳା ରଙ୍ଗର ସୁନ୍ଦର ବକ୍ସ ଭିତରେ ରହିବ ଏହାକୁ ଖୋଲିଲେ ଭଗବାନ ଗଣେଶଙ୍କ ମୂର୍ତ୍ତି ଲାଇଟରେ ବାହାରକୁ ଆସିବ. ଏହି କାର୍ଡ ପ୍ରଥମ ନଜରରେ ଗୋଟେ ମନ୍ଦିର ପରି ଦେଖା ଯିବ. ଆଉ ଏହା ଉପରେ ଏକ ବାହାଘର କାର୍ଡ ଅଛି. ମନ୍ଦିରର ଦ୍ୱାର ଦର୍ପଣରେ ବନା ହୋଇଛି. ଯେତିକି ଆକର୍ଷଣ ଏହି କାର୍ଡଟି ହେଇଛି ସେତିକି ଆକର୍ଷଣ ଏହାର ଦାମ ବି. ଏହାର ଦାମ୍ ୧.୫ ଲକ୍ଷ ବୋଲି କୁହାଯାଉଛି.