ଯଦି ଆପଣଙ୍କ ପାଖରେ ଅଛି ଏହି ପୁରୁଣା ୨ଟଙ୍କିଆ ମୁଦ୍ରା ତେବେ ତାକୁ ବିକ୍ରି କରି ଦିଅନ୍ତୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପାଇବେ ଆସନ୍ତୁ ଜାଣିବା କେମିତି ବିକ୍ରି କରିବେ

ସବୁ ଟଙ୍କାର ଏବ ନିର୍ଦ୍ଧିଷ୍ଟ ମୂଲ୍ୟ ଥାଏ. କିନ୍ତୁ ଆପଣଙ୍କୁ ଯଦି କୁହାଯାଏ କି ଆପଣଙ୍କ ୨ଟଙ୍କା କଏନର ମୂଲ୍ୟ ୧ ଲକ୍ଷ ପର୍ଯନ୍ତ ବଢିପାରେ ତ ଆଶ୍ଚର୍ଯ୍ୟ ହୋଇପାରନ୍ତି. ହଁ ବନ୍ଧୁ ଏହା ପୂରା ସତ ସତ ଅଟେ. କିଛି ଲୋକ ଟଙ୍କାରେ ଥିବା ନମ୍ବରର ଦିୱାନା ହୋଇଥାନ୍ତି ଓ କେତେକ ଲୋକ ଟଙ୍କାରେ ଥିବା ନମ୍ବରକୁ ନିଜର ଲକି ନମ୍ବର ବୋଲି ମାନିଥାନ୍ତି. ଏପରି ବି କିଛି ଲୋକ ଖାସ ନମ୍ବରର ଟଙ୍କାକୁ ଖୋଜିଥାନ୍ତି. ଏମିତି ବହୁତ ଧନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ପୁରୁଣା ମୁଦ୍ରା ସଂଗ୍ରହ କରିବାକୁ ଭଲ ପାଇଥାନ୍ତି. ସେହି ମୁଦ୍ରାକୁ କିଣିବା ପାଇଁ ସେମାନେ ଅନେକ ଟଙ୍କା ଖର୍ଚ୍ଚ କରିଦିଅନ୍ତି.
ଯଦି ଆପଣଙ୍କ ପାଖରେ ଅଛି ପୁରୁଣା ୨ ଟଙ୍କିଆ ମୁଦ୍ରା ଥାଏ ତ ଆପଣ ଏଥିରୁ ବହୁତ କିଛି ରୋଜଗାର କରିପାରିବେ. ଏହି ଦୁଇ ଟଙ୍କା କଏନର ଅନଲାଇନରେ ବହୁତ ବିକ୍ରି କରାଯାଉଛି. ଇଣ୍ରଟନେଟରେ ବହୁତ ଗୁଡିଏ ଏପରି ଏପରି ଆପ୍ ସବୁ ଅଛି ଯାହା ସାହାର୍ଯ୍ୟରେ ଆପଣ ଏହି ଟଙ୍କା ଗୁଡିକୁ ବିକ୍ରି କରି ପାରିବେ. e-bay ଏବଂ olxରେ ଏହି କଏନ ସବୁ ବିକ୍ରି କରାଯାଇ ପାରିବ. ଏହି ଖବରର ସତ୍ୟାସତ ପ୍ରମାଣିତ କରିବା ପାଇଁ ଆମେ ଏକ ଅନଲାଇନ ୱେବସାଇଟ୍ ଗଲୁ ଯେଉଁଠାରେ ଆମକୁ ୧ଟଙ୍କା ମିଳିଲା ଯାହାର ନମ୍ବର ଥିଲା ୭୮୬. ସେହି ସାଇଟରେ ଏହି ୧ଟଙ୍କାର ବିକ୍ରିମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ଥିଲା.
ଯଦି ଆପଣଙ୍କ ପାଖରେ ବହୁତ ପୂରାତନ କିଛି ମୁଦ୍ରା ଅଛି ତ ଆପଣ ତାକୁ ବହୁତ ସହଜରେ ଅଧିକ ମୂଲ୍ୟରେ ବିକ୍ରି କରି ପାରିବେ. ଏହି ନୋଟ କୁ ବିକ୍ରି କରିବାକୁ ହେଲେ, ଅନଲାଇନରେ ଜିନିଷ ବିକ୍ରି କରୁଥିବା କିଛି ୱେବସାଇଟରେ ଆକାଉଂଟ ତିଆରି କରି ଫୋଟ ଏବଂ ମୂଲ୍ୟ ସହିତ ବିଜ୍ଞାପନ ଦେଇ ପାରିବେ. ଆପଣଙ୍କ ପାଖରେ ଥିବା ୨ ଟଙ୍କାର କଏନ୍ ର ମୂଲ୍ୟ ୨ ଲକ୍ଷ ହୋଇ ପାରେ, କିନ୍ତୁ ଆପଣଙ୍କୁ ଏଥି ପାଇଁ ଅପେକ୍ଷା କରିବାକୁ ପଡିବ.