​​​​​​

SBIର ବଡ଼ ସ୍କିମ୍: ଆକାଉଣ୍ଟ ଥିଲେ ଡବଲ୍ ଲାଭ, କମ୍ ଡିପୋସିଟ୍ ରେ ପାଇବେ ଅଧିକ ରିଟର୍ଣ୍ଣ, ଜାଣନ୍ତୁ ପୁରା ଖବର

 
Sbi

କଣ ଆପଣ ବି ରାତା ରାତି ମାଲାମାଲ୍ ହେବାକୁ ଚାହୁଁଛନ୍ତି ? ତେବେ SBI ଆଣିଛି ଏକ ବଡ ସୁଯୋଗ । SBI ରେ ବିନିଯୋଗ କରନ୍ତୁ ଏକ ବଡ ଧରଣର ରିଟର୍ନ ପାଆନ୍ତୁ । ଯେଉଁଥିରେ ହୁଏ ତ ଆପଣ ନିଜର ଏକ ବଡ ସ୍ଵପ୍ନ ପୂରଣ କରି ପାରିବେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସାଧରଣରେ ଏକକାଳୀନ ପଇସା ରୋଜଗାର କରିବା ସାଧାରଣ ବର୍ଗର ଲୋକଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ । ଯେଉଁଥି ପାଇଁ ଅନେକ ସମୟରେ ବ୍ୟାଙ୍କ ଏବଂ ସରକାର ବିଭିନ୍ନ ପ୍ରକାରର ଯୋଜନା ନେଇ ଆସନ୍ତି , ଯାହା ଦ୍ୱାରା ସାଧାରଣ ଲୋକ ମାନେ ଉପକୃତ ହୋଇଥାଆନ୍ତି । ଏବଂ ନିଜ ଜୀବନର ଏକ ବଡ ସ୍ବପ୍ନକୁ ପୂରଣ କରି ପାରନ୍ତି ।

E

ତେବେ ଆସନ୍ତୁ ଏହିପରି SBI ର ଏପରି କିଛି ଯୋଜନା ବିଷୟରେ ଜାଣିବା ଯେଉଁଥିରେ ଆପଣ ବିନିଯୋଗ କରି କିଛି ବର୍ଷ ପରେ ମାଲାମାଲ ହୋଇପାରିବେ । ଗତ ବର୍ଷ କଥା ଯଦି ଦେଖାଯାଏ ତେବେ SBI ନିଜର ଫିକ୍ସ ଡିପୋଜିଟ ଗୁଡ଼ିକରେ ଭଲ ସୁଧ ହାର ପ୍ରଦାନ କରିଛି , ଯେଉଁ ସୁଧ ହାରର ମୂଲ୍ୟ ଏହି ବର୍ଷ ମଧ୍ୟ ବଢ଼ିଛି । 

 ତେବେ ଆପଣ ବିଭିନ୍ନ ଫିକ୍ସ ଡିପୋଜିଟ କରି ବାର୍ଷିକ ସେଥିରୁ ଭଲ ସୁଧ ହାର ପାଇ ପାରିବେ ଯାହା ଆପଣ ପୂର୍ବରୁ ପାଇ ନଥିବେ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ବର୍ଷର ଫିକ୍ସ୍ ଡିପୋଜିଟ ପାଇଁ କଣ ରହିଛି ସୁଧ ହାର ......

ଆପଣ ଯଦି SBI ରେ ଏକ ବର୍ଷ ପାଇଁ ଫିକ୍ସ୍ ଡିପୋଜିଟରେ ବିନିଯୋଗ କରୁଛନ୍ତି ତେବେ ଆପଣଙ୍କୁ ୬.୮ ହାରରେ ସୁଧ ଦିଆଯିବ । ଏହା ସହିତ ଯଦି ଆପଣ ଦୁଇ ବର୍ଷ ଅବଧି ପାଇଁ SBI ରେ ଫିକ୍ସ୍ ଡିପୋଜିଟରେ ବିନିଯୋଗ କରୁଛନ୍ତି ତେବେ ଆପଣଙ୍କୁ ୭ ପ୍ରତିଶତ ସୁଧ ହାରର ଲାଭ ଦିଆଯିବ । ତେବେ ୫ ବର୍ଷର ବିନିଯୋଗ ପାଇଁ ୬.୭୫ ପ୍ରତିଶତ ସୁଧ ହାରରେ ଲାଭ ଆପଣ ପାଇ ପାରିବେ ।

ଯଦି ଆପଣ SBI ରେ ୭ ବର୍ଷ ପାଇଁ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୬.୫୦ ପ୍ରତିଶତ ସୁଧ ହାର ଦିଆଯିବ । ତେବେ ଆପଣ ଯଦି ୫ ବର୍ଷ ରୁ ଅଧିକ ବର୍ଷ ପାଇଁ ବିନିଯୋଗ କରୁଛନ୍ତି ସେହି ହିସାବରେ ଆପଣଙ୍କ ସୁଧ ହାର ବଢାଇ ଦିଆଯିବ ।

ତେବେ ବ୍ୟାଙ୍କ ତରଫରୁଅଧିକ ସୁଧ ଦିଆଯିବା ଗ୍ରାହକ ମାନଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ ବ୍ୟାଙ୍କ ରେ ବିନିଯୋଗ କରିବା ପାଇଁ । ତେବେ ଆଉ ଡେରି ନ କରି ତୁରନ୍ତ SBI ରେ ଫିକ୍ସ ଡିପୋଜିଟ କରନ୍ତୁ ଏବଂ ନିଜ ସ୍ବପ୍ନକୁ ପୁରା କରନ୍ତୁ ।