ପ୍ରଧାନମନ୍ତ୍ରୀଙ୍କ ରହସ୍ୟମୟ ବ୍ଲୁ ବୁକ୍ ଏହାକୁ ନଦେଖି ଆସନ୍ତି ନାହିଁ ମୋଦୀ, ଜାଣନ୍ତୁ କଣ ରହିଛି ଏହି ବୁକ୍ ରେ

 
Blue book

 " ବ୍ଲୁ ବୁକ୍ " , ଯେଉଁଥିରେ ରହିଛି ମୋଦୀଙ୍କ ସମସ୍ତ ଡାଟା । ଯଦି ବ୍ଲୁ ବୁକ୍ ଠିକ୍ ନ ଥିବ ତେବେ କେଉଁଠିକୁ ବି ଯାଇ ପାରିବେନି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଜାଣନ୍ତୁ ଏହି ବ୍ଲୁ ବୁକ୍ କଣ ଓ ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏହାର ନିୟମ ମାନିବାକୁ ସମସ୍ତେ ବାଧ୍ୟ ?

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଆପଣ ଜେଡ ସିକ୍ୟୁରିଟି ଏବଂ ଏସପିଜି କମାଣ୍ଡରଙ୍କ କଥା ତ ଶୁଣିଥିବେ । ଏମାନେ ସମସ୍ତେ ବି ଏହି ବ୍ଲୁ ବୁକ୍ ର ନିର୍ଦ୍ଦେଶ ମାନି କାମ କରିଥାନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ସ୍ଥାନକୁ ଯାଆନ୍ତି ସେଠାକାର ଷ୍ଟେଟ ପୋଲିସ୍ ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀ ମଧ୍ୟ ଏହି ବ୍ଲୁ ବୁକ୍ ଅନୁସାରେ କାମ କରନ୍ତି ।

R

ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ବ୍ଲୁ ବୁକ୍ ଏକ ପ୍ରକାରର ଦସ୍ତାବିତ ଅଟେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କର ସମସ୍ତ ନିୟମ ଓ କେଉଁ ସେନାର କଣ ଦାୟିତ୍ଵ ରହିଛି ତାହା ଲେଖା ହୋଇ ରହିଥାଏ ।

ଏହି ବ୍ଲୁ ବୁକ୍ ର ନିୟମ ଓ ସର୍ତ୍ତାବଳୀ ଅନୁସାରେ ସମସ୍ତ ସୁରକ୍ଷା କର୍ମୀ ଓ ଷ୍ଟେଟ୍ ପୋଲିସ୍ ପ୍ରସାନମନ୍ତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଥାନ୍ତି। ଏହି ବ୍ଲୁ ବୁକ୍ ର ସର୍ତ୍ତାବଳୀ ଅନୁସାରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ଥାନକୁ ଯାତ୍ରା କରିଥାନ୍ତି ।