SSCର ବଡ଼ ନିଯୁକ୍ତି: ଦଶମ ପାସ୍ ବି କରିପାରିବେ ଏହି ବଡ଼ ସରକାରୀ ଚାକିରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ନିଯୁକ୍ତି ଖବର

 
Ssc recruitment

ଆସିଗଲା ସରକାରୀ ଚାକିରୀ କରିବାର ଏକ ବଡ଼ ସୁଯୋଗ। ୨୦୪୯ ଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି। ସରକାରୀ ଚାକିରୀ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ଆଜି ହିଁ କରନ୍ତୁ ଆବେଦନ। ଜାଣନ୍ତୁ ସଂପୂର୍ଣ୍ଣ ସୂଚନା..

ଯାଇ

SSC ଦ୍ୱାରା ପ୍ରକାଶ ପାଇଛି ବିଜ୍ଞପ୍ତି। ପାଖାପାଖି ଦୁଇହଜାର ପୋଷ୍ଟ ରୁ ଅଧିକ ପୋଷ୍ଟ ର ପୁରାଣ ପାଇଁ SSC ଯାରିକରିଛି ନିଯୁକ୍ତି ସୁଯୋଗ। ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଫେବୃୟାରୀ ୨୬ ଆରମ୍ଭ ହୋଇ ସାରିଲାଣି। ଯାହାର ଅବଧି ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି। ଏହା ସହିତ ଆପଣ ନିଜ ଆବେଦନ ଫାର୍ମ ର ଯାଞ୍ଚ୍ ମାର୍ଚ୍ଚ ୨୨ ରୁ ୨୪ ମଧ୍ୟ ରେ କରିପାରିବେ।

ଅଧିକ ନିଯୁକ୍ତି ଖବର ପାଇଁ ଆମ WhatsApp Channel କୁ ଯାଆନ୍ତୁ

WhatsApp Channel (Join Now) Join Now

Follow our WhatsApp channel and get all the Latest news

ଦଶମ ପାସ ପିଲା ମଧ୍ୟ କରିପାରିବେ ଆବେଦନ।

ଏହି ନିଯୁକ୍ତିରେ ଆସିଷ୍ଟାଣ୍ଟ ପୋଷ୍ଟ, ଡ୍ରାଇଭିଂ ପୋଷ୍ଟ ସହିତ ଅନ୍ୟାନ୍ୟ ପୋଷ୍ଟ ଆଦି ପୁରାଣ ହେବ । ଏଥି ନିମନ୍ତେ ସର୍ବନିମ୍ନ ଶିକ୍ଷ୍ୟାଗତ ଯୋଗ୍ୟତା ମାଟ୍ରିକ ପାସ ରହିଥିବା ବେଳେ ସର୍ବାଧିକ ଦ୍ଵାଦଶ ରହିଛି। ତେବେ ଜାଣନ୍ତୁ କିପରି କରିବେ ଆବେଦନ।

ssc.gov.in ର ଅଫିସିଆଲ୍ ୱେବସାଇଟ କୁ ଯାଆନ୍ତୁ। ସେଠାରେ ପଞ୍ଜିକରଣ କରନ୍ତୁ। ପଞ୍ଜିକରଣ କରିବା ପାରେ ଏକ୍ସାମିନେସନ ନୋଟିଫିକେସନ କୁ ଯାଆନ୍ତୁ। ସେଠାରେ ଯେଉଁ ଏକ୍ସାମ ରେ ଆପ୍ଲାଏ କରିବାର ଅଛି ତା ଉପରେ କ୍ଲିକ କରନ୍ତୁ। ପରେ ଆସିଥିବା ଫର୍ମ ପୁରାଣ କରି ସମ୍ମିଟ କରନ୍ତୁ। ଏହା ସହିତ ପରୀକ୍ଷା ଫି ମଧ୍ୟ ପେ କରନ୍ତୁ।

ଅଧିକ ସୂଚନା ପାଇଁ SSC ର ଅଫିସିଆଲ୍ ୱେବ କୁ ଭିଯିଟ କରନ୍ତୁ।