୬୬ ବର୍ଷରେ ୨୮ ବର୍ଷ ସାନ ଯୁବତୀକୁ ବାହା ହେଲେ ଏହି ଇଣ୍ଡିଆ କ୍ରିକେଟର, ହନିମୁନ୍ ପାଇଁ କୋଚ୍ ପଦବୀ ଛାଡିଦେଲେ, ଆଉ ତାପରେ...

 
Cricketer
୬୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଏହି ଭାରତୀୟ କ୍ରିକେଟର ଜଣଙ୍କ । କେବଳ ସେତିକି ନୁହେଁ ହନିମୁନକୁ ଯିବା ପାଇଁ ଛାଡିଲେ କ୍ୟାପଟେନ ପଦ ।

R

ନିଜ ଠାରୁ ୨୮ ବର୍ଷ ସାନ ଝିଅକୁ ବିବାହ କରିଛନ୍ତି ଏହି ୬୬ ବର୍ଷ ବୟସର ଭାରତୀୟ କ୍ରିକେଟର । ଏହି ଭାରତୀୟ କ୍ରିକେଟର ଜଣଙ୍କ ହେଉଛନ୍ତି ଅରୁଣ ଲାଲ୍ । ଅରୁଣ କ୍ରିକେଟ୍ କୁ ନେଇ ଯେତିକି ଚର୍ଚ୍ଚାରେ ନାହାନ୍ତି ନିଜର ବୈବାହିକ ଜୀବନକୁ ନେଇ ସେତିକି ଚର୍ଚ୍ଚାରେ ଅଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଅରୁଣ ତାଙ୍କର କ୍ରିକେଟ୍ କ୍ୟାରିଅରରେ ପ୍ରାୟ ୧୬ଟି ଟେଷ୍ଟ ମ୍ୟାଚ୍ ଓ ୧୩ଟି ଓଡ଼ିଆଇ ଖେଳିଛନ୍ତି । ଏଥିରେ ସେ ପ୍ରାୟ ୭୨୯ ରନ୍ ଓ ୧୨୨ ରନ୍ କରିଥିଲେ । ଏହା ସହିତ ଅରୁଣଙ୍କ ନାମରେ ଏକ ଅର୍ଦ୍ଧ ଶତକର ରେକର୍ଡ ମଧ୍ଯ ରହିଛି ।

ଅରୁଣ ପୂର୍ବରୁ ରୀନାଙ୍କୁ ବିବାହ କରିଥିବା ବେଳେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ପରେ ୨୦୨୨ ମସିହାରେ ଅରୁଣ ନିଜ ଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳୁଛି ଯେଉଁଥି ପାଇଁ ସେ ନିଜ ପୂର୍ବ ପତ୍ନୀଙ୍କର ମଧ୍ୟ ଅନୁମତି ନେଇଥିଲେ ।

Arun lal

୨ ଜୁଲାଇ ୨୦୨୨ରେ ସେ ରଣଜୀ ଟିମ୍ ର କ୍ୟାପଟେନସିପ ର ଇସ୍ତଫା ଦେଇଥିଲେ । ଏଥି ପାଇଁ ସେ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଗତ ସମସ୍ୟା ଦର୍ଶାଇଥିଲେ ମଧ୍ୟ , ଶୁଣିବାକୁ ମିଳୁଛି ସେ ନିଜର ହନିମୁନ ପାଇଁ କ୍ୟାପଟେନସିପ ରୁ ଇସ୍ତଫା ଦେଇଛନ୍ତି ।