ମହିଳାଙ୍କ ମୃତଦେହ ସହ ମଶାଣିରେ ସମ୍ପର୍କ ରଖନ୍ତି ଅଘୋରୀ ବାବା, ଏମିତି କରିବା ପଛର କାରଣ ଜାଣି ହେବେ ତାଜୁବ୍

 
Aghori
ଏହି ବାବା ମାନେ ମୃତ ମହିଳା ମାନଙ୍କ ସହ ଏପରି ରଖିଥାନ୍ତି ଶାରୀରିକ ସମ୍ପର୍କ । ଯେଉଁ ବିଷୟରେ ହୁଏ ତ ଆପଣ ପୂର୍ବରୁ କେବେ ସାଧାରଣରେ ଶୁଣି ନ ଥିବେ କି ଜାଣି ନ ଥିବେ । ଆମେ ଆପଣଙ୍କୁ ଆଜି ଭାରତର ଏପରି କିଛି ସାଧୁ ସନ୍ଥ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ କଳ୍ପନାର ବାହାରେ ।

W

ଏହି ସାଧୁ ସନ୍ଥ ମାନଙ୍କ କ୍ଷେତ୍ରରେ ନାଗା ଏବଂ ଅଘୋରି ବାବା ସବୁଠାରୁ ଭିନ୍ନ ଓ ରହସ୍ୟମୟ ଅଟନ୍ତି । ଯେଉଁ ମାନଙ୍କର ଧ୍ୟାନର ଶୈଳୀ , ପୂଜାର୍ଚ୍ଚନାର ଶୈଳୀ ଓ ଉପାସନାର ଶୈଳୀ ଅନ୍ୟ ସମସ୍ତ ସନ୍ଥଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଘୋରି ବାବା ମାନେ ଦୀକ୍ଷା ନେବା ପୂର୍ବରୁ ନିଜେ ନିଜର ଶ୍ରାଦ୍ଧ ଓ ପିଣ୍ଡ ଦାନ କରିଥାନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ସେମାନେ ପାର୍ଥିବ ସଂସାର ଠାରୁ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିଥାନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହିପରି ଭାବେ ଆଘୋରି ମାନଙ୍କ କ୍ଷେତ୍ରରେ ଅନେକ ଆଶ୍ଚର୍ଯ୍ୟ ଜନକ ଓ ଅବିଶ୍ୱସନିୟ ରହସ୍ୟମାନ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଯେ ଆଘୋରୀ ମାନେ କୁଆଡ଼େ ସାଧନା କରିବା ନିମନ୍ତେ ଶ୍ମଶାନକୁ ଯାଇ ମୃତ ଦେହ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି । ଯାହା ଦ୍ଵାରା ତାଙ୍କର ଶକ୍ତି ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ ।

Aghori

ଅଘୋରୀ ମାନେ ସାଧାରଣତଃ ତିନୋଟି ପ୍ରକ୍ରିୟାରେ ତପସ୍ୟା କରିଥାନ୍ତି । ପ୍ରଥମ ପ୍ରକାରର ତପସ୍ୟାରେ ସେମାନେ ମହକାଳଙ୍କୁ ମାଂସ ଓ ମଦ ଭୋଗ ଲଗାଇଥାନ୍ତି । ଦ୍ଵିତୀୟ ପ୍ରକାର ରେ ସେମାନେ ମୃତ ଦେହ ଉପରେ ଏକ ଗୋଡିକିଆ ଛିଡା ହୋଇ ଶିବଙ୍କ ଉପାସନା କରିଥାନ୍ତି । ତୃତୀୟଟି ହେଉଛି ଶ୍ମଶାନରେ ଅର୍ଦ୍ଧ ରାତ୍ରିରେ ଏକ ସ୍ବତନ୍ତ୍ର ପ୍ରକାରର ଯଜ୍ଞ କରିଥାନ୍ତି ।