ବାହାଘର ପରେ କାହିଁକି ସେକ୍ସ ପ୍ରତି ଆଗ୍ରହ କମିଯାଏ? ଜାଣନ୍ତୁ ଏହା ପଛର ୩ ସବୁଠାରୁ ବଡ଼ କାରଣ

 
Couple

ବିବାହ ପରେ କିଛି ଏପରି ହୋଇଥାଏ , ଯେଉଁଥି ପାଇଁ କମି ଯାଇଥାଏ ସେକ୍ସ୍ ଇଚ୍ଛା ! କଣ ଆପଣ ଜାଣନ୍ତି କି ବିଶେଷଜ୍ଞ ମାନେ ଏ ନେଇ କଣ କହିଛନ୍ତି ବା କଣ ମତ ଦେଇଛନ୍ତି ? ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ , ବିବାହ ପରେ ସେକ୍ସ୍ ଲାଇଫ କିଛି ଏପରି ହୋଇଥାଏ.....

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସାଧାରଣତଃ ବିବାହ ପରେ କିମ୍ବା ବିବାହର କିଛି ବର୍ଷ ପରେ ପରେ ଧୀରେ ଧୀରେ ମନରୁ ସେକ୍ସ୍ ଇଚ୍ଛା ଶକ୍ତି କମି ଯାଇଥାଏ । କିଛି କିଛି ଦମ୍ପତିଙ୍କ କ୍ଷେତ୍ରରେ ତ ବାହାଘରର କିଛି ବର୍ଷ ପରେ ସେକ୍ସ୍ କୁ ନେଇ ସମ୍ପୂର୍ଣ୍ଣ ଆଗ୍ରହ କମି ଯିବାର ଦେଖା ଦେଇଥାଏ ।

Ay

ତେବେ ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ , ଏହାର କାରଣ ଅନେକ ହୋଇପାରେ । ତେବେ ଜାଣନ୍ତୁ ଏହାର ସମସ୍ତ କାରଣ .......

* ବିବାହର କିଛି ବର୍ଷ ବା କିଛି ଦିନ ପରେ ସାଧାରଣତଃ ଉଭୟ ପତି ଏବଂ ପତ୍ନିଙ୍କର ଉଭୟଙ୍କ ପ୍ରତି ଆଗ୍ରହ କମିଯାଏ । କାରଣ ସେମାନେ ନିଜ ନିଜ ପ୍ରତି ବେଶ୍ ପରିଚିତ ହୋଇ ଯାଇଥାନ୍ତି। 

* ବିବାହ ପରେ ଦାୟିତ୍ଵ ଏବଂ କାର୍ଯ୍ୟର ଭାରସାମ୍ୟ ବଢ଼ି ଯାଇଥାଏ । ଯେଉଁଥି ପାଇଁ ଉଭୟ ସେକ୍ସ୍ ଲାଇଫ ଠାରୁ ନିଜକୁ ଦୂରେଇ ନିଅନ୍ତି ।

* ପାରିବାରିକ କଳହ , ମତାମତବାଦ , ସ୍ଵାମି ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆଦି ପତି ପତ୍ନୀଙ୍କ ସମ୍ପର୍କକୁ ଖରାପ କରିଥାଏ । ଏବଂ ସେକ୍ସ୍ ଲାଇଫ୍ କୁ ମଧ୍ୟ ଖରାପ କରିବାରେ ସହାୟକ ହୋଇଥାଏ ।