AAI ରେ ଚାକିରୀ ସୁଯୋଗ, ପୂରଣ ହେବ 119ଟି ପଦବୀ, ଏମିତି କରନ୍ତୁ ଅନ-ଲାଇନ ଆବେଦନ
ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା 27 ଡିସେମ୍ବରରୁ ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି 26 ଜାନୁୟାରୀ । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.aai.aero ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନ ଆରମ୍ଭ - 27 ଡିସେମ୍ବର 2024
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 26 ଜାନୁୟାରୀ 2024
ଖାଲି ପୋଷ୍ଟ :-
ଜୁନିଅର ଆସିଷ୍ଟାଣ୍ଟ (ଅଗ୍ନି ସେବା) - 73 ଟି ପୋଷ୍ଟ
ଜୁନିଅର ଆସିଷ୍ଟାଣ୍ଟ (ଅଫିସ୍) - 2 ଟି ପୋଷ୍ଟ
ସିନିୟର ଆସିଷ୍ଟାଣ୍ଟ (ଇଲେକ୍ଟ୍ରୋନିକ୍ସ) - 25 ଟି ପୋଷ୍ଟ
ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) - 19 ଟି ପୋଷ୍ଟ
ବୟସ ସୀମା :-
ସର୍ବାଧିକ ବୟସ - 30 ବର୍ଷ
ବୟସ ଗଣନା 20 ଡିସେମ୍ବର 2023 ଅନୁସାରେ କରାଯିବ
ବୟସ କୋହଳ :-
OBC - 3 ବର୍ଷ
SC / ST - 5 ବର୍ଷ
ESM - ଭାରତ ସରକାରଙ୍କ ପ୍ରଚଳିତ ନିୟମ ଅନୁଯାୟୀ
ଆବେଦନ ଶୁଳ୍କ :-
ସାଧାରଣ ବର୍ଗ / EWS / OBC - 1000 ଟଙ୍କା
SC / ST / ESM / ମହିଳା - ମାଗଣା