ଚଉଠି ରାତିରେ ଶାରୀରିକ ସମ୍ପର୍କ ରଖିବାକୁ ମନାକଲା ସ୍ତ୍ରୀ! ଓଢଣା ଉଠାଇବା ବେଳକୁ ଉଡିଗଲା ଯୁବକଙ୍କ ହୋସ୍, ଜାଣନ୍ତୁ ପୂରା ଖବର ୍

 
Dhoka

ମଣିଷ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ। କିନ୍ତୁ, ଆଜି କାଲି ବିବାହ ନାଁରେ ଲୋକେ ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ସ୍ଥିତ ଏଟ୍ଟା ଜିଲ୍ଲାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ ବିବାହର ୪ ଦିନ ପରେ ତାଙ୍କ ସ୍ତ୍ରୀ ଜଣେ କିନ୍ନର ବୋଲି ଜାଣିବାକୁ ପାଇଛନ୍ତି।

Marriage

ମିଳିଥିବା ସୂଚନା ଅନୁଯାଇ କିଛିଦିନ ପୂର୍ବରୁ ବ୍ୟକ୍ତି ଜଣଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିବାହ ପର୍ଯ୍ୟନ୍ତ ସବୁକିଛି ଠିକ ଥିବାବେଳେ ବାସର ରାତିରେ ମହିଳା ଜଣକ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ। ତେବେ, ବ୍ୟକ୍ତି ଜଣକ ପରଦିନ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବା ବେଳକୁ ଚମକି ପଡ଼ିଥିଲେ।

Marriage

 ତାଙ୍କ ସ୍ତ୍ରୀ ଜଣେ କିନ୍ନର ବୋଲି ଜଣାପଡିବା ପରେ ସେ ଏଥିନେଇ ପରିବାରବର୍ଗଙ୍କୁ ଜଣାଇଥିଲେ। କିନ୍ତୁ, ଲୋକଲଜ୍ୟାକୁ ଡରି ସେ ଏଥିନେଇ ଅଭିଯୋଗ କରିନଥିଲେ। ତେବେ, ବିବାହର ପଞ୍ଚମ ଦିନ ମହିଳାଙ୍କର ବାପ ଘର ଲୋକେ ଆସି ସମସ୍ତ ସୁନା ଗହଣା ଚୋରି କରି ନେଇଥିଲେ। ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିବା ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି।