ଯେତେ AC ଚଲେଇଲେ ବି କମ୍ ଆସିବ ଇଲେକ୍ଟ୍ରି ବିଲ୍, ଖାଲି କରିବାକୁ ପଡିବ ଏହି ଛୋଟ କାମ

 
Meter

ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି AC ନ ଲଗାଇଲେ ଘରେ ରହି ହେଉନି। ପୁଣି AC ଲଗାଇଲେ ମଧ୍ୟ ଇଲେକ୍ଟ୍ରି ବିଲ୍ ଟେନ୍ସନ୍। AC ପାଇଁ ହଜ଼ାର ହଜ଼ାର ଟଙ୍କାର ବିଲ୍ ଆସୁଥିବା ବେଳେ ଆମ ପାଖରେ ଏହାର ଏକ ସହଜ ସମାଧାନ ରହିଛି। ସାଧାରଣ ଏକ ସକେଟ୍ ଡ଼ିଭାଇସ୍ ମାଧ୍ୟମରେ ଆପଣ ନିଜର AC ବିଲ୍ କମାଇ ପାରିବେ।

AC

SiSAH 230V Energy Saving Socket ଏପରି ଏକ ଡିଭାଇସ ଯାହାଦ୍ୱାରା ଆପଣ ଗରମରୁ ରକ୍ଷା ପାଇପାରିବେ। ଏହି ଡିଭାଇସରେ ଓ୍ଵାଇଫାଇ କନେକ୍ଟ କରା ଯାଇପାରିବ। ଆପଣ ଏହାକୁ କେବଳ ସର୍କେଟରେ ଲଗାଇବାକୁ ପଡ଼ିବ। କିନ୍ତୁ ଧ୍ୟାନ ରଖିବେ ଯେମିତି ଲଗାଇବା ସମୟରେ ଘରେ ଭୋଲଟେଜ ଯେପରି କମ ନଥିବ।

Electric bill

 ଏଥିରେ ଡିଜିଟାଲ ଡିସପ୍ଲେ ମଧ୍ୟ ରହିଛି। ଯେଉଁଥିରୁ ବିଜୁଳି ସମ୍ବନ୍ଧିତ ସବୁ ପ୍ରକାର ସୂଚନା ମିଳିଥାଏ। ଏହି ଡିଭାଇସର ଦାମ ୧,୯୯୯ ଟଙ୍କା ହୋଇଥିଲେ ହେଁ ଆପଣ ଏହାକୁ ଫ୍ଲିପକାର୍ଟରୁ ୩୦% ଡିସକାଉଣ୍ଟ ସହିତ ମାତ୍ର ୧,୩୯୯ ଟଙ୍କା ଦେଇ କିଣିପାରିବେ। ଏହା ବ୍ୟତୀତ ଫ୍ଲିପକାର୍ଟରୁ କିଣିବା ସମୟରେ ଆକ୍ସିସ ବ୍ୟାଙ୍କ କାର୍ଡ଼ରୁ କ୍ରେୟ କରିଲେ ଆପଣଙ୍କୁ ଅଧିକ ୫% ର ରିହାତି ମିଳି ପାରିବ।