ଖୁସି ଖବର: ଏସବିଆଇ ଗ୍ରାହକଙ୍କ ଚମକିଲା ଭାଗ୍ୟ! ମିଳିବ ୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ଉଠାଇବେ ଫାଇଦା

 
SBI

ବ୍ୟବସାୟ ପାଇଁ ଟଙ୍କା ଦରକାର କି? ଭାରତର ସବୁଠାରୁ ବଡ଼ ବ୍ୟାଙ୍କ SBI ଠାରୁ ଆପଣ ବିନା କୌଣସି ଝିନଝଟ୍ ରେ ଲୋନ ସୂତ୍ରରେ ଟଙ୍କା ପାଇ ପାରିବେ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ ଅଟେ। କୋଟି କୋଟି ଗ୍ରାହକ SBI ମାଧ୍ୟମରେ ଏହି ଯୋଜନାର ଫାଇଦା ଉଠାଉଛନ୍ତି।

SBI

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସବିଆଇ ମୁଦ୍ରା ଲୋନ୍ ମାଧ୍ୟମରେ ଆପଣ ଏହି ଟଙ୍କା ପାଇପାରିବେ। ଏଥିପାଇଁ ଆପଣଙ୍କୁ ବିଶେଷ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ ନାହିଁ। ବରଂ କେବଳ ଆଧାର କାର୍ଡ ମାଧ୍ୟମରେ ବି ଆପଣ ଏହି ଲୋନ ହାସଲ କରିପାରିବେ। କିନ୍ତୁ, ଏଠାରେ ଆଧାର କାର୍ଡ ଆପଣଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ ରହିଥିବା ଅତ୍ୟନ୍ତ ଜରୁରୀ ଅଟେ।

Loan

ଏପରି ହେଲେ ଲୋନ ପାଇଁ ଯାଞ୍ଚ ସମୟରେ ଆପଣ ସେପରି କିଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆବେଦନ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ SBIର ହୋମପେଜ୍ କୁ ଯିବାକୁ ପଡ଼ିବ। ସେଠାରେ ଆପଣଙ୍କୁ ଇ-ମୁଦ୍ରା ଲୋନର ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଅଧିକ ପ୍ରକ୍ରିୟାକରଣ ସହିତ ଆପଣ ଲୋନ ପାଇଁ ଆବେଦନ କରିପାରିବେ।