99% ଲୋକେ ଜାଣି ନଥିବେ ଏହାର ଉତ୍ତର, କେଉଁ ପଶୁର କ୍ଷୀରରୁ କେବେବି ଦହି ପ୍ରସ୍ତୁତ ହୋଇପାରିବ ନାହିଁ ? 

 
animal

ଦୁନିଆରେ ଏପରି ଅନେକ ରହସ୍ୟ ଏବଂ ରୋଚକ କଥା ରହିଛି ଯାହା ଆମ ଆଖ ପାଖରେ ଘଟୁଥିଲେ ମଧ୍ୟ ଆମକୁ ଏହା ବିଷୟରେ ଜଣା ନଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ପଶୁ ମାନଙ୍କୁ ନେଇ ଏପରି କେତୋଟି ରୋଚକ କଥା ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ:-

୧. ସାଧାରଣତଃ ସମସ୍ତ ପ୍ରାଣୀର କ୍ଷୀର ରୁ ଦହି ପ୍ରସ୍ତୁତ ହୋଇପାରିବ ବୋଲି ଆପଣ ଭାବୁଥିବେ। କିନ୍ତୁ, ଓଟ ଏକ ଏଭଳି ଜୀବ ଯାହାର କ୍ଷୀର ଦ୍ୱାରା କେବେବି ଦହି ପ୍ରସ୍ତୁତ ହୋଇପାରିବ ନାହିଁ।

୨. ଘୁଷୁରୀ ସବୁବେଳେ ତଳକୁ ଅନାଇ ଚାଲୁଥାଏ କାରଣ ଏହା ଏକ ଏପରି ଜୀବ ଯିଏକି କେବେ ବି ଉପରକୁ ଦେଖି ପାରେନାହିଁ।

୩. ହାତୀକୁ କେବେ ଡେଉଁଥିବାର ଦେଖିଛନ୍ତି କି? ଆପଣ ଏହି ଦୃଶ୍ୟ କଦାପି ଦେଖି ପାରିବେ ନାହିଁ କାରଣ ହାତୀ ଏକ ଏପରି ପ୍ରାଣୀ ଯିଏ କେବେ ବି ଡେଇଁ ପାରେନାହିଁ।

୪. ଗାଈ ସିଢ଼ି ଚଢି ତ ପାରିବ କିନ୍ତୁ କଦାପି ସିଢି ରୁ ଓଲ୍ହାଇ ପାରିବ ନାହିଁ।