ରାମ ମନ୍ଦିର ନିମନ୍ତ୍ରଣ ପତ୍ରରେ ଏ ବାବା କିଏ? ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ଏ ବାବା ହେଉଛନ୍ତି...

 
Ram mandir baba
ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀରାମ ମନ୍ଦିର । ବଣ୍ଟା ଯାଉଛି ନିମନ୍ତ୍ରଣ ପତ୍ର । ତେବେ ଏ ନିମନ୍ତ୍ରଣ ପତ୍ରରେ ରହିଥିବା ବାବା ଜଣଙ୍କ କିଏ ? କାହିଁକି ତାଙ୍କ ଫଟୋକୁ ନିମନ୍ତ୍ରଣ ପତ୍ରର ଦ୍ଵିତୀୟ ଭାଗରେ ରଖା ଯାଇଛି ? ଏହି ନିମନ୍ତ୍ରଣ ପତ୍ରରେ ଏହି ବାବାଙ୍କର ଫଟୋ ଦେଖିବା ପରେ ସମସ୍ତେ ତାଙ୍କ ପରିଚୟ ଜାଣିବା ପାଇଁ ଇଛା ପ୍ରକାଶ କରିଛନ୍ତି । 

ର

ଜାଣନ୍ତୁ ନିମନ୍ତ୍ରଣ ପତ୍ରରେ ଥିବା ବାବା ଜଣଙ୍କ କିଏ । ଏବଂ କାହିଁକି ତାଙ୍କ ଫଟୋକୁ ନିମନ୍ତ୍ରଣ ପତ୍ରରେ ସ୍ଥାନ ଦିଆ ଯାଇଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବାବାଙ୍କର ନାମ ହେଉଛି ଦେବ୍ରାହ ବାବା । ବାବା ଦେବ୍ରାହଙ୍କ ଆଶ୍ରମ ଉତ୍ତର ପ୍ରଦେଶ ରାଜ୍ୟ ଦେବ୍ରାହ ଜିଲ୍ଲାରେ ରହିଛି । ଯେଉଁଠାରେ ସେ ବାବା ଦେବ୍ରାହ ବ୍ରହ୍ମ ଋଷି ନାମରେ ପରିଚିତ । ସେଠାରେ ତାଙ୍କର ଏକ ବଡ଼ ଆଶ୍ରମ ରହିଛି । ତେବେ ଜାଣନ୍ତୁ ରାମ ମନ୍ଦିର ନିର୍ମାଣରେ ତାଙ୍କର କଣ ରହିଛି ଅବଦାନ । 

Baba

ଦୀର୍ଘ ୩୩ ବର୍ଷ ତଳେ ଏହି ବାବା ଜଣଙ୍କ କରିଥିଲେ ଭବିଷ୍ୟ ବାଣୀ । ସେ କହିଥିଲେ ଏଠାରେ ନିଶ୍ଚିତ ରାମ ମନ୍ଦିର ପ୍ରତିଷ୍ଠା ହେବ । ସମସ୍ତେ ଏହାକୁ ସମ୍ମତି ଦେବେ । ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ସହଯୋଗରେ ଏଠାରେ ନିର୍ମିତ ହେବ ରାମ ମନ୍ଦିର । ଦୀର୍ଘ ୩୩ ବର୍ଷ ପରେ ଯାହା ଏବେ ସତ ହେବାକୁ ଯାଉଛି ।