OPSC ରେ ନିଯୁକ୍ତି ସୁଯୋଗ, ଓଡ଼ିଶାରେ ପୂରଣ ହେବ 1375 ପଦବୀ, ଏମିତି କରନ୍ତୁ ଆବେଦନ

 
OPSC Recruitment 2024

ଓଡିଶାରେ ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । PGT ଅର୍ଥାତ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦ ପାଇଁ ଓଡ଼ିଶା ଜନସେବା ଆୟୋଗ (OPSC) ନିଯୁକ୍ତି ଘୋଷଣା କରିଛି । ବିଜ୍ଞପ୍ତିରେ ସମୁଦାୟ 1375 ଖାଲି ପଦବୀ ପୂରଣ ହେବ ବୋଲି ପ୍ରକାଶ ପାଇଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କେବଳ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ହେବ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

OPSC Assistant Director 2022 Admit Card Released at opsc.gov.in; Get Direct  Link Here - Careerindia

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌ opsc.gov.in ର ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ ।

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଅନଲାଇନ୍ ଆବେଦନ ଆରମ୍ଭ - 31 ଡିସେମ୍ବର 2023

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 2 ମାର୍ଚ୍ଚ 2024

ଖାଲି ପୋଷ୍ଟ :-

PGT ଆନ୍ଥ୍ରୋପୋଲୋଜି - 5 ଟି ପୋଷ୍ଟ

PGT ଵଟନୀ - 50 ଟି ପୋଷ୍ଟ

PGT କମର୍ସ - 48 ଟି ପୋଷ୍ଟ

PGT କେମିଷ୍ଟ୍ରି - 69 ଟି ପୋଷ୍ଟ

PGT ଶିକ୍ଷା - 28 ଟି ପୋଷ୍ଟ

PGT ଇଂରାଜୀ - 193 ଟି ପୋଷ୍ଟ

PGT ଅର୍ଥନୀତି - 151 ଟି ପୋଷ୍ଟ

PGT ଭୂଗୋଳ - 7 ଟି ପୋଷ୍ଟ

PGT ହିନ୍ଦୀ - 14 ଟି ପୋଷ୍ଟ

PGT ଭୂବିଜ୍ଞାନ - 2 ଟି ପୋଷ୍ଟ

PGT ଇତିହାସ - 141 ଟି ପୋଷ୍ଟ

PGT ଗୃହ ବିଜ୍ଞାନ - 16 ଟି ପୋଷ୍ଟ

PGT ତର୍କ - 51 ଟି ପୋଷ୍ଟ

PGT ଗଣିତ - 40 ଟି ପୋଷ୍ଟ

PGT ଓଡିଆ - 223 ଟି ପୋଷ୍ଟ

PGT ପଦାର୍ଥ ବିଜ୍ଞାନ - 63 ଟି ପୋଷ୍ଟ

PGT ରାଜନୀତି ବିଜ୍ଞାନ - 142 ଟି ପୋଷ୍ଟ

PGT ସାଇକୋଲୋଜି - 16 ଟି ପୋଷ୍ଟ

PGT ସଂସ୍କୃତ - 21 ଟି ପୋଷ୍ଟ

PGT ସମାଜବିଜ୍ଞାନ - 35 ଟି ପୋଷ୍ଟ

PGT ପରିସଂଖ୍ୟାନ - 09 ଟି ପୋଷ୍ଟ

PGT ପ୍ରାଣୀ ବିଜ୍ଞାନ - 50 ଟି ପୋଷ୍ଟ

PGT ଉର୍ଦ୍ଦୁ - 01 ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା :-

ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ B.Ed କରିଥିବା ଜରୁରୀ

ବୟସ ସୀମା :-

ସର୍ବନିମ୍ନ ବୟସ - 21 ବର୍ଷ

ସର୍ବାଧିକ ବୟସ - 32 ବର୍ଷ

ବୟସ କୋହଳ :-

OBC - 03 ବର୍ଷ

ST / SC / PWD / ESM - 05 ବର୍ଷ

PWD + SC / ST - 15 ବର୍ଷ

ଚୟନ ପ୍ରକ୍ରିୟା :-

ଲିଖିତ ପରୀକ୍ଷା (MCQ)

ବ୍ୟକ୍ତିତ୍ୱ ପରୀକ୍ଷା ଏବଂ ସାକ୍ଷାତକାର (ମୌଖିକ ପରୀକ୍ଷା)

ଦରମା :-

ମନୋନୀତ ପ୍ରାର୍ଥୀମାନେ ଦରମା ସ୍କେଲ 10 ଅନୁଯାୟୀ ମାସିକ ଦରମା ପାଇବେ

ସର୍ବାଧିକ ମାସିକ ଦରମା - 1,77,000 ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :-

ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍

+2 ସାର୍ଟିଫିକେଟ୍ ଏବଂ ମାର୍କସିଟ୍

ସ୍ନାତକ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କସିଟ୍

ଜାତି ପ୍ରମାଣପତ୍ର

ଆଧାର କାର୍ଡ

ବାସିନ୍ଦା ପ୍ରମାଣପତ୍ର

ସେଲ୍ଫ ଆଟେଷ୍ଟେଡ୍ ପାସପୋର୍ଟ ଫଟୋ

କିପରି ଆବେଦନ କରିବେ :-

OPSC ର ଅଫିସିଆଲ୍ ୱେବସାଇଟ୍ http://www.opsc.gov.in/ କୁ ଯାଆନ୍ତୁ

ଅନଲାଇନ୍ ଆବେଦନ ଉପରେ କ୍ଲିକ୍ କରନ୍ତୁ

ପଞ୍ଜୀକରଣ ସହିତ ଆଗକୁ ବଢନ୍ତୁ

ଦାଖଲ ବଟନ୍ ଉପରେ କ୍ଲିକ୍ କରନ୍ତୁ

ଆବେଦନ ଫର୍ମର ଏକ କପି ନିଜ ପାଖରେ ପ୍ରିଣ୍ଟ / ସେଭ୍ କରି ରଖନ୍ତୁ