ମାର୍ଚ୍ଚ ମାସ ଏହି ୫ ଟି ରାଶିର ବଦଳାଇଦେବ ଭାଗ୍ୟ, ଜୀବନରେ ଆଣିବ ଅନେକ ସମସ୍ୟା

 
March month horoscope

ଆସୁଛି ୨୦୨୪ ମସିହାର ତୃତୀୟ ମାସ ମାର୍ଚ୍ଚ ମାସ। ଯେଉଁ ମାସରେ ବହୁ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ମାସକୁ ଆର୍ଥିକ ମାସ ମଧ୍ୟ କୁହାଯାଇଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରର ଅନୁସାରେ ଏହି ମାସଟି ୫ ଟି ରାଶିର ଲୋକମାନଙ୍କ ପାଇଁ ବେଶ୍ ଶୁଭ ଓ ଲାଭ ଦାୟକ ରହିବ। ସେମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ ।

କିଛି

ତେବେ ଜାଣନ୍ତୁ ଜାଣିବା କେଉଁ ୫ ଟି ରାଶି ପାଇଁ ମାର୍ଚ୍ଚ ମାସଟି ଲାଭଦାୟକ ରହିବ ଓ କେଉଁ ରାଶିର ଲୋକ ମାନେ ସଂକଟରେ ପଡିପାରନ୍ତି।

WhatsApp Channel (Join Now) Join Now

Follow our WhatsApp channel and get all the Latest news

ମିଥୁନ ରାଶି - ଏହି ରାଶିର ଲୋକମାନଙ୍କର ଶରୀର ସୁସ୍ଥ ରହିବା ସହିତ, ଆର୍ଥିକ ଅବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖା ଦେବ । ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ଓ ବନ୍ଧୁ ମାନଙ୍କ ସହିତ ସମ୍ପର୍କ ଭଲ ରହିବ ।

କର୍କଟ ରାଶି - ନୂତନ ଆୟର ଉତ୍ସ ଖୋଲିବ । କିଛି ଗୋଟେ ବଡ଼ ଖୁସି ଖବର ପାଇ ପାରନ୍ତି। ବ୍ୟବସାୟରେ ବଡ଼ ଧାରଣ ର ପରିବର୍ତ୍ତନ ଦେଖା ଦେବ।

ତୁଳା ରାଶି - ଗାଡ଼ି କିମ୍ବା ଜମି କିଣି ପାରନ୍ତି। ଖର୍ଚ୍ଚ ବଢିପାରେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆୟ ମଧ୍ୟ ବଢିବ। ପ୍ରେମ ସମ୍ପର୍କ ବଢିପାରେ। 

ବିଛା ରାଶି - ବ୍ୟକ୍ତି ଗତ ସ୍ତରରେ ବିକାଶ ହେବ। ସାମାଜିକ ସମ୍ପର୍କ ବଢିବ। ଧନ ଉପାର୍ଜନ ର ନୂଆ ମାର୍ଗ ଦେଖା ଦେବ। ଚିନ୍ତାରେ ମୁକ୍ତି ପାଇବେ।

ଧନୁ  ରାଶି - ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନ ପ୍ରସନ୍ନ ରହିବ । କିଛି ଗୋଟେ ବଡ଼ ଓ ଶୁଭ ଖବର ମିଳିପାରେ। ଚାକିରୀ କ୍ଷେତ୍ରରେ ବେଶ୍ ସଫଳତା ମିଳିବ।

ଏହା ସହିତ ମାର୍ଚ୍ଚ ମାସଟି ବୃଷ ଓ ମୀନ ରାଶିର ଲୋକ ଙ୍କ ପାଇଁ ସେତେଟା ଭଲ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେବେ ଚିନ୍ତା କରିବାର କିଛି ନାହିଁ। ସାବଧାନ ଓ ଦେଖି ଚାହିଁ ସବୁ କାମ କରନ୍ତୁ। ଭଗବାନଙ୍କ ପ୍ରତିଟି କାର୍ଯ୍ୟ ପୂର୍ବରୁ ସ୍ମରଣ କରନ୍ତୁ।