ସୂର୍ଯ୍ୟ-ଶନି ଏକାଠି, ଏହି ରାଶିର ଲୋକେ ଆଗାମୀ ୨୫ ଦିନ ରୁହନ୍ତୁ ସାବଧାନ, ଆସୁଛି ମୃତ୍ୟୁବତ୍ ପୀଡ଼ା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୨ ଗ୍ରହର ମିଳନ କୁମ୍ଭ ରାଶି ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର କାରଣ ପାଲଟିବ । ସେହି ପରି ମାର୍ଚ୍ଚ ୧୪ରେ ସୂର୍ଯ୍ୟ କୁମ୍ଭ ରାଶିରୁ ମୀନ ରାଶିକୁ ଯାତ୍ରା କରିବେ । ତେବେ ଫେବୃୟାରୀ ୧୩ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ କୁମ୍ଭ ରାଶିର ଲୋକ ମାନଙ୍କୁ ନାନା ପ୍ରକାରର ଅସୁବିଧା ଓ କଷ୍ଟର ସାମ୍ନା କରିବାକୁ ପଡ଼ିବ ।
Follow our WhatsApp channel and get all the Latest news
ଏହି ସମୟରେ କୁମ୍ଭ ରାଶିର ଲୋକ ମାନଙ୍କ ଜୀବନରେ ବହୁ ବାଧା ବିଘ୍ନ ଦେଖାଯିବା ସହିତ ସେମାନଙ୍କର ଅନେକ ସମ୍ପର୍କ ଜନିତ ସମସ୍ୟା ଦେଖାଯିବ । ଅନେକ ଅନ୍ତରଙ୍ଗ ବ୍ୟକ୍ତିଙ୍କ ସହିତ କୁମ୍ଭ ରାଶି ମାନଙ୍କର ମତ ଭେଦ ଦେଖା ଦେବ । ବୈବାହିକ ଜୀବନରେ ମଧ୍ୟ ବିବାଦ ଦେଖା ଦେଇ ପାରେ । ବିଭିନ୍ନ ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖା ଦେଇପାରେ ।
ଜାଣନ୍ତୁ କଣ କରିବେ ଉପକାର :
ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଭଲ କାମ କରନ୍ତୁ । ଗରିବ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ । କୁକୁରଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ । ପ୍ରତି ଶନିବାର ଶିବଙ୍କ ମନ୍ଦିର ଯାଆନ୍ତୁ ।