ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହି ତିନି ରାଶି ଉପରେ ପଡ଼ିବାକୁ ଯାଉଛି ମହା ବିପଦ

 
shani

୩ ରାଶି ଉପରେ ପଡ଼ିବାକୁ ଯାଉଛି ବଡ ବିପତ୍ତି ! କାରଣ ଗ୍ରହ ମାନଙ୍କର ରାଜା ଶନି ପରିବର୍ତ୍ତନ କରିବାକୁ ଯାଉଛନ୍ତି ନକ୍ଷତ୍ର । ଶନିଙ୍କ କୋପରୁ ବଞ୍ଚିବାକୁ ହେଲେ ହୋଇ ଯାଆନ୍ତୁ ସତର୍କ । କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ବରଂ କିଛି ସମୟ ପାଇଁ ଅନ୍ୟତ୍ର ମନ ନ ଦେଇ ଭଗବାନଙ୍କ ଶରଣାପନ୍ନ ହୁଅନ୍ତୁ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ତେବେ ଜାଣନ୍ତୁ ଶନିଙ୍କ ଗତି ପରିବର୍ତ୍ତନ ଦ୍ଵାରା କେଉଁ ତିନୋଟି ରାଶି ବିଶେଷ ପ୍ରଭାବିତ ହେବାକୁ ଯାଉଛନ୍ତି .......

E

ବୃଷ ରାଶି  :

ବୃଷ ରାଶିର ଲୋକ ମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ଟଙ୍କା ନେଣ ଦେଣ ଠାରୁ ଦୂରେଇ ରୁହନ୍ତୁ । ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ । ବିଭିନ୍ନ ବାଦ ବିବାଦରେ ପଡି ପାରନ୍ତି ।

ତୁଳା ରାଶି  :

କଳହର ସାମ୍ନା କରିବାକୁ ପଡିପାରେ । ଯେତେ ସମ୍ଭବ ବିବାଦରୁ ଦୂରେଇ ରୁହନ୍ତୁ । ଅଶାନ୍ତି ଦେଖା ଦେଇପାରେ । ଅଯଥା ଯୁକ୍ତି କରନ୍ତୁ ନାହିଁ ।

କୁମ୍ଭ ରାଶି :

ମୃତ୍ୟୁ ସମସ୍ୟା ଦେଖା ଦେଇପାରେ । ପ୍ରେମରେ ଝଡ ସୃଷ୍ଟି ହୋଇପାରେ । ଆର୍ଥିକ କ୍ଷତି ସହି ପାରନ୍ତି । ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରନ୍ତୁ । ଖରାପ ସମୟରୁ ମୁକ୍ତି ପାଇ ପାରିବେ ।