ଶନି ଏବଂ ସୂର୍ଯ୍ୟଙ୍କର ଦୁର୍ଲଭ ସଂଯୋଗ, ବଢିପାରେ ଏହି ରାଶିମାନଙ୍କର ସମସ୍ୟା, ଜାଣନ୍ତୁ କଣ କରିବେ
ସୂର୍ଯ୍ୟ ଏବଂ ଶନିଙ୍କର ଏକ ସାଙ୍ଗରେ ଚାଲ୍ ବଦଳିଛି । ୧୫ ନଭେମ୍ବରରେ ଶନି କୁମ୍ଭ ରାଶିରେ ସ୍ଥିତି ପରିବର୍ତ୍ତନ କରିଛନ୍ତି । ଏଥିସହ ୧୬ ନଭେମ୍ବରରେ ସୂର୍ଯ୍ୟ ବିଛା ରାଶିରେ ଗୋଚର କରିଛନ୍ତି । ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁଯାୟୀ, ସୂର୍ଯ୍ୟ-ଶନିଙ୍କ ମଧ୍ୟରେ ଦୁର୍ଲଭ ସଂଯୋଗରେ ୪ଟି ରାଶିଙ୍କର ବଢିପାରେ ଅସୁବିଧା । ଆସନ୍ତୁ ଏହି ରାଶିମାନଙ୍କ ବିଷୟରେ ଜାଣିବା ।
ବୃଷ: ଶନିଙ୍କ ସିଧା ଚାଲ୍ ରେ ବୃଷ ରାଶିର ଲୋକଙ୍କୁ ଫାଇଦା ମିଳିବ ଏବଂ ଜୀବନରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବାଦ-ବିବାଦ ମାମଲାରେ ଏବଂ ମକବ୍ଦମା ମାମଲାରେ ସଫଳତା ମିଳିବ ।
ମିଥୁନ: ଶନିଙ୍କ ସିଧା ଚାଲ୍ ଯୋଗୁଁ ମିଥୁନ ରାଶି ଲୋକଙ୍କର କ୍ୟାରିୟରରେ ଏବଂ ସ୍ଥାନ ପରିବର୍ତ୍ତନ ହୋଇପାରେ । କ୍ୟାରିୟରରେ ଟ୍ରାନ୍ସଫରର ସମ୍ଭାବନା ରହିଛି । ବିନା କାରଣରେ ଚିନ୍ତା ଏବଂ ସମ୍ଭାବନା ମଧ୍ୟ ହୋଇପାରେ ।
କର୍କଟ: କର୍କଟ ରାଶି ଲୋକମାନଙ୍କର କ୍ୟାରିୟର ଏବଂ ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ । ବୈବାହିକ ଏବଂ ପାରିବାରିକ ଜୀବନରେ ସମସ୍ୟା ଆସିପାରେ ।
ସିଂହ: ଏହି ରାଶିମାନଙ୍କର ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଏବଂ କ୍ୟାରିୟର ମାମଲାରେ ସବଧାନ ରୁହନ୍ତୁ ।
କନ୍ୟା: ଶନିଙ୍କ ସିଧା ଚାଲରେ କନ୍ୟା ରାଶିର ଲୋକଙ୍କୁ ଫାଇଦା ମିଳିବ । ଚାକିରି ଏବଂ କ୍ୟାରିୟରର ସ୍ଥିତି ଉତ୍ତମ ହେବ । ଯାହା ମଧ୍ୟ ସମସ୍ୟା ରହିଛି ତାହା ସମାପ୍ତ ହୋଇଯିବ । ଅର୍ଥାତ ଶନିଙ୍କ ସିଧା ଚାଲ୍ କନ୍ୟା ରାଶିର ଲୋକଙ୍କ ପାଇଁ ଲାଭଦାୟକ ରହିବ ।