ରାମନବମୀରେ ସୃଷ୍ଟି ହେଲା ଗଜ କେଶରୀ ଯୋଗ, ପ୍ରଭୃ ରାମଙ୍କ କୃପାରୁ ଏହି ୩ଟି ରାଶିଙ୍କ ଫେରିବ ଭାଗ୍ୟ

 
Ram navami

ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହେଇଛି ରାମ ନବମୀ । ଅନ୍ୟ ବର୍ଷ ତୁଳନାରେ ଏହି ବର୍ଷର ରାମ ନବମୀର ମହତ୍ତ୍ଵ ଅଧିକ ରହିଛି । କାରଣ ଏହି ରାମ ନଵମିରେ ଯେଉଁ ଯୋଗ ସୃଷ୍ଟି ହେବାକୁ ଯାଉଛି ତାହା ସମ୍ପୂର୍ଣ୍ଣ ବିରଳ ଏବଂ ଏହି ଯୋଗ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ସମୟରେ ମଧ୍ୟ ସୃଷ୍ଟି ହୋଇଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଚଳିତ ବର୍ଷର ରାମ ନବମୀ ସାରା ଦେଶରେ ଧୁମ୍ ଧାମର ସହ ପାଳିତ ହେବାର ଦେଖିବାକୁ ମିଳିଲା । ସାରା ବିଶ୍ବ ବାସି ଅଯୋଧ୍ୟାରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ଭବ୍ୟ ମନ୍ଦିରରେ ରାମ ନବମୀ ପାଳିତ ହେବାର ଦେଖିବେ ।

Ram navami

ତେବେ ଏହି ରାମ ନବମୀ ଅନେକ ଲୋକଙ୍କ ଜୀବନ ପରିବର୍ତ୍ତନ କରିବାରେ ସହଯୋଗ କରିବ । ତେବେ ଆସନ୍ତୁ ଜାଣିବା ଯେଉଁ ରାଶିର ଲୋକ ମାନଙ୍କ ପାଇଁ ଚଳିତ ବର୍ଷର ରାମ ନବମୀ ଅତ୍ୟନ୍ତ ମଙ୍ଗଳମୟ ରହିବ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଜୀବନର ସବୁଠାରୁ ଭଲ ଦିନ ଗୁଡ଼ିକ ଆରମ୍ଭ ହେବ । ଆର୍ଥିକ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଦେଖା ଦେବ । ପରିସ୍ଥିତିରେ ସୁଧାର ଆସିବ ।

କର୍କଟ ରାଶି : ସାମାଜିକ ଓ ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ । ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ତୁଳା ରାଶି : ଆୟ ବଢିବ । ଶରୀର ସୁସ୍ଥ ରହିବ । କର୍ମ ଜୀବନରେ ଆଗକୁ ଯିବେ । ସୁଖ ଶାନ୍ତି ବଜାୟ ରହିବ ।