କୁମାର ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଗଜକେଶୋରି ରାଜଯୋଗ, ଏହି ୩ ଟି ରାଶିର ଲୋକଙ୍କ ପାଇଁ ଆଣିବେଦ ସୁଖ

 
Purnima

ପଡ଼ିବାକୁ ଯାଉଛି ଗଜକେଶରୀ ରାଜଯୋଗ। ଯାହାର ପ୍ରଭାବରେ ଏହି ତିନୋଟି ରାଶିର ଲୋକ ମାନଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖା ଦେବ । ବର୍ତ୍ତମାନ ଗୁରୁ ଗ୍ରହ ମେଷ ରାଶିରେ ଅବତରଣ କରୁଛନ୍ତି । ଏଥି ମଧ୍ୟରେ ୨୮ ଅକ୍ଟୋବର ରେ ଚନ୍ଦ୍ରମା ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ମେଷ ରାଶିରେ ଗୁରୁ ଗ୍ରହ ଓ ଚନ୍ଦ୍ରମାର ଯୋଗରେ ସୃଷ୍ଟି ହେବାକୁ ଯାଉଛି ଗଜ କେଶରୀ ରାଜଯୋଗ ।

ଜ୍ୟୋତିଷଙ୍କ ଗଣନା ଅନୁସାରେ ଏହି ରାଜ ଯୋଗ କିଛି ରାଶିର ଲୋକ ମାନଙ୍କ ପାଇଁ ଅଶୁଭ ରହିଥିବା ବେଳେ ଆଉ କିଛି ରାଶିର ଲୋକ ମାନଙ୍କ ପାଇଁ ଶୁଭଙ୍କର ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ତିନୋଟି ରାଶି ଉପରେ ଏହି ରାଜ ଯୋଗର ବିଶେଷ ପ୍ରଭାବ ରହିଛି ।

Zodiac

ମେଷ ରାଶି : ଏହା ମେଷ ରାଶିର ଲୋକ ମାନଙ୍କ ପାଇଁ ଲାଭ ଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ପିଲା ମାନଙ୍କ ଠାରୁ ଖୁସି ଖବର ପାଇବେ । ସମସ୍ତ ଯୋଜନାରେ ସଫଳତା ମିଳିବ। ଜୀବନ ସାଥି ମିଳି ପାରେ।

ମିଥୁନ ରାଶି : ଆୟ ବୃଦ୍ଧି ହେବ । ନୂତନ ସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ଲାଭବାନ ହେବେ । ସୁସ୍ୱାଦୁ ଖାଦ୍ୟ ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । ପିଲା ମାନେ ଉନ୍ନତି କରିବେ।

କର୍କଟ ରାଶି : ସ୍ବାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଅଗ୍ରଗତି କରିବେ । ସାମାଜିକ ଓ ପାରିବାରିକ ଜୀବନରେ ଶାନ୍ତି ଦେଖା ଦେବ। ଚାକିରୀରେ ପଦର ଉନ୍ନତି ହେବ। ନୂତନ ନିଯୁକ୍ତି ମିଳିବ।