ଡିସେମ୍ବର ମାସରେ ସୃଷ୍ଟି ହେବାକୁ ଯାଉଛି ୪ଟି ରାଜଯୋଗ, ଯେଉଁଥିରେ ଲାଭବାନ ହେବେ ୩ଟି ରାଶିର ଲୋକ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସଟି ଅତ୍ୟନ୍ତ ସ୍ଵତନ୍ତ୍ର ହେବ । ଏହି ମାସରେ ଗ୍ରହ ଓ ତାରକାଙ୍କ ମିଳନ ହେତୁ ସୃଷ୍ଟି ହେବାକୁ ଯାଉଛି ୪ଟି ବଡ ରାଜଯୋଗ ।ଏହି ମାସରେ ବୃହସ୍ପତି , ଶନି ଓ ଚନ୍ଦ୍ରମାର ମିଳନ ହେତୁ ୪ ଟି ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ୪ ଟି ରାଜଯୋଗ ହେଉଛି ରୁଚକ୍ , ଶାସ୍ , ମାଲାଭିଆ ଓ ଗଜାକେଶରୀ ।
ରୁଚକ୍ ରାଜଯୋଗ - ମଙ୍ଗଳ ଗ୍ରହରୁ ସୃଷ୍ଟି ହେବ ।
ସାସ୍ ରାଜଯୋଗ - ଶନି ଗ୍ରହରୁ ସୃଷ୍ଟି ହେବ ।
ମାଲାଭିଆ ରାଜଯୋଗ - ଶୁକ୍ର ଗ୍ରହରୁ ସୃଷ୍ଟି ହେବ ।
ଗଜାକେଶରୀ - ଚନ୍ଦ୍ରମା ଓ ବୃହସ୍ପତି ଗ୍ରହର ମିଳନରୁ ସୃଷ୍ଟି ହେବ ।
ଏହି ୪ ଟି ରାଜଯୋଗ ଏହି ୩ ଟି ରାଶି ଉପରେ ତାର ଶୁଭଦୃଷ୍ଟି ପକାଇବାକୁ ଯାଉଛି ।
ମେଷ ରାଶି :
ମେଷ ରାଶିର ଲୋକଙ୍କ ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ଦେଖା ଦେବ ।
କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।
ଐଶର୍ୟ୍ଯ ପ୍ରାପ୍ତି ହେବ ।
ତୁଳା ରାଶି :
ଚାକିରୀରେ ସବୁଠାରୁ ଅଧିକ ଉନ୍ନତି ଦେଖା ଦେବ ।
ଆର୍ଥିକ ହେଉ ବା ସାମାଜିକ କିମ୍ବା ପାରିବାରିକ ସବୁ କ୍ଷେତ୍ରରେ ସମର୍ଥନ ଓ ଉନ୍ନତି ମିଳିବ ।
ଧନୁ ରାଶି :
ବ୍ୟବସାୟରେ ଆଶା ଠାରୁ ଅଧିକ ଧନ ପ୍ରାପ୍ତି ହେବ ।
ଅଟକି ଥିବା କାମର ତୁରନ୍ତ ସମାପ୍ତି ଘଟିବ ।
ସନ୍ତାନ ପ୍ରାପ୍ତି ହେବ ।