୧୨ ବର୍ଷ ପରେ ବିଶେଷ ଯୋଗ, ମୀନ ରାଶିରୁ ମେଷକୁ ଗମନ କରିବେ ବୃହସ୍ପତି! ବଦଳିବ ୫ ରାଶିର ଲୋକଙ୍କ ଭାଗ୍ୟ

 
Rasi

ଗ୍ରହ ଏବଂ ନକ୍ଷେତ୍ର ଗୁଡିକର ଗମନାଗମନ ସହିତ ଏହାର ପ୍ରଭାବ ବିଭିନ୍ନ ରାଶିର ଲୋକଙ୍କ ଉପରେ ପଡିଥାଏ। ତେବେ, ଦୀର୍ଘ ୧୨ ବର୍ଷ ପରେ ବୃହସ୍ପତି ମୀନ ରାଶିରୁ ମେଷ ରାଶିକୁ ଗମନ କରିବାକୁ ଯାଉଛନ୍ତି। ଜ୍ୟେତିଷ ଶାସ୍ତ୍ର ଅନୁଯାଇ ବୃହସ୍ପତିଙ୍କୁ ଗ୍ରହ ମାନଙ୍କ ଗୁରୁ ବୋଲି କୁହାଯାଇଥାଏ। ତେଣୁ, ତାଙ୍କର ଏହି ଗୋଚରର ବିପରୀତ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଯାହାକି କିଛି ରାଶିଙ୍କ ପାଇଁ ବେସ୍ ଶୁଭ ସାବ୍ୟସ୍ତ ହେବ।

Tula

୧. ବୃହଷ୍ପତିଙ୍କର ଏହି ଗମନାଗମନ ତୁଳା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହିତ ଆୟର ନୂଆ ଉତ୍ସ ସୃଷ୍ଟି ହେବ ନିଶ୍ଚିତ।

Mithun

୨. ବୃହସ୍ପତିଙ୍କ ଗୋଚର ଫଳରେ ମିଥୁନ ରାଶିର ଲୋକେ ବେସ୍ ଲାଭବାନ ହେବେ। ବ୍ୟବସାୟରେ ଅଗ୍ରଗତି ହେବ ଏବଂ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି।

Kanya

୩. ବୃହସ୍ପତି ଗମନାଗମନରୁ କନ୍ୟା ରାଶିର ଲୋକେ ମଧ୍ୟ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସେମାନଙ୍କର ସାମାଜିକ ସମ୍ମାନରେ ବୃଦ୍ଧି ଘଟିବ।

Karkat

 ୪. ବୃହସ୍ପତିଙ୍କ ମେଷ ରାଶିକୁ ଯିବା ଫଳରେ କର୍କଟ ରାଶିର ଲୋକଙ୍କ କ୍ୟାରିଅରରେ ଅଭିବୃଦ୍ଧି ଘଟିପାରେ। ଆୟର ନୂଆ ଉତ୍ସ ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇପରେ।

Mina

୫. ବୃହସ୍ପତି ମୀନ ରାଶିରୁ ମେଷ ରାଶିକୁ ଯାଉଥିଲେ ହେଁ ଏହାର ସୁପ୍ରଭାବ ମୀନ ରାଶି ଉପରେ ପଡିବ। ଏହି ରାଶିର ଲୋକେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ। ଚାକିରୀ କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି।