୨୦୨୩ ଶେଷରେ ଏହି ୩ ଟି ରାଶିର ପୁରଣ ହେବ ସମସ୍ତ ଇଛା, ଘଟିବାକୁ ଯାଉଛି ଶୁଭ ଯୋଗ

 
Rashi

ବର୍ଷ ଶେଷକୁ ଘଟିବାକୁ ଯାଉଛି ଏପରି କିଛି ଯୋଗ ଯାହା କିଛି ରାଶିର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୪ ମସିହା ରେ ମଧ୍ୟ ସମସ୍ତ ରାଶିମାନଙ୍କ ପାଈଁ ଶୁଭ ଖବର ଆସିବାକୁ ଯାଉଛି। ତେବେ ଯଦି ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସମୟ ଗୁଡ଼ିକୁ ଦେଖାଯାଏ ଏହା ଅନେକ ଲୋକଙ୍କ ଜୀବନରେ ଖୁସି ଭରିଦେବ।

ଝୁ

ଚଳିତ ବର୍ଷ ଶେଷ ରେ ଗୁରୁ ଓ ଶୁକ୍ର ସାମ୍ନାସାମ୍ନି ରହିବେ ଯାହା ଦ୍ଵାରା ସମସ୍ପ୍ତବ ଯୋଗ ସୃଷ୍ଟି ହେବା। ଏହି ଯୋଗ ଅତ୍ୟନ୍ତ ଶୁଭ ଅଟେ। ଯାହା ଜୀବନରେ କିଛି ନୂତନ ଘଟାଇ ଥାଏ। ତେବେ ଆସନ୍ତୁ ଜାଣିବା ୨୦୨୩ ମସିହା ଶେଷ ଓ ୨୦୨୪ ମସିହା ଆରମ୍ଭ କେଉଁ ରାଶିର ଲୋକମାନଙ୍କ ପାଇଁ ଖାସ୍ ହେବାକୁ ଯାଉଛି।

* କନ୍ୟା - ଆର୍ଥିକ ସ୍ଥିତି ଭଲ ରହିବ। କର୍ମ କ୍ଷେତ୍ରରେ ଉନ୍ନତି ମିଳିବ। ପାରିବାରିକ ଶାନ୍ତି ଦେଖା ଦେବ । ଅଟକି ରହିଥିବା କାମ ପୁରା ହେବ।

* ମକର - ବ୍ୟବସାୟରେ ଉନ୍ନତି କରିବେ। କୌଣସି ଶୁଭ କାମ ଆରମ୍ଭ କରିବାର ଏହା ଏକ ଭଲ ସମୟ ଏଟେ। ଛାତ୍ର ଛାତ୍ରୀ ଙ୍କ ପାଇଁ ଏହି ସମୟ ସଫଳତା ଆଣିଦେବ।

* କୁମ୍ଭ - ପାରିବାରିକ ଜୀବନରେ ଉନ୍ନତି କରିବେ। ପ୍ରେମ ବିବାହ କରିପାରନ୍ତି। ଅଟକିଥିବା ଧନ ଫେରି ପାଇବେ। ନୂତନ ନିଯୁକ୍ତି ମିଳିବ।