ଆରମ୍ଭ ହୋଇଛି ଧନୁ ରାଶି ଗୋଚର! ଏହି ୩ଟି ରାଶିର ଲୋକେ ଧନବାନ ହେବା ସହିତ ମିଳିବ ଏହି ସୁଫଳ

 
Budha

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବୁଧ ଗ୍ରହମାନଙ୍କ ମଧ୍ୟରେ ରାଜକୁମାର ଅଟନ୍ତି। ତାଙ୍କୁ ଧନ, ବୁଦ୍ଧି ଏବଂ ବ୍ୟବସାୟର ଗ୍ରହ ଭାବରେ ମଧ୍ୟ ବିବେଚନା କରାଯାଇଥାଏ। ତେବେ, ବୁଧ ଗ୍ରହ ଯେବେ ରାଶି ଚିହ୍ନ କିମ୍ବା ନକ୍ଷେତ୍ର ବଦଳାଇଥାନ୍ତି ସେତବେଳେ ପ୍ରାୟ ସମସ୍ତ ରାଶି ଏଥିରୁ ସୁଫଳ ପାଇଥାନ୍ତି।

Budha gochar

୭ ଜାନୁଆରୀରେ ବୁଧ ଗ୍ରହ ଧନୁ ରାଶିରେ ଗମନାଗମନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଜାନୁଆରୀ ୨ ରେ ବୁଧ ମାର୍ଗୀ ମଧ୍ୟ ହୋଇଥିଲା। ବୁଧବାର ଧନୁ ରାଶିଙ୍କର ହୋଇଥିବା ଏହି ଗମନାଗମନ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ଯାହାଫଳରେ ବ୍ୟବସାୟରେ ସଫଳତା ପାଇବା ସହିତ ଆପଣ ଧନବାନ ମଧ୍ୟ ହୋଇ ପାରିବେ।

Mithun

୧. ମିଥୁନ ରାଶି:- ବୁଧ ଗ୍ରହଙ୍କର ଗମନାଗମନ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ଲାଭ ପାଇବେ। ସେମାନଙ୍କୁ ନିଜ ଜୀବନସାଥିଙ୍କ ଠାରୁ ବିଶେଷ ଲାଭ ମିଳିପାରିବ। ଏହା ବ୍ୟତୀତ ନୂଆ ଯାନ କିଣିବାର ମଧ୍ୟ ସମ୍ଭାବନା ରହିଛି।

Dhanu

୨. ଧନୁ ରାଶି:- ଧନୁ ରାଶି ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଗମନାଗମନ ବେସ୍ ଲାଭଦାୟକ ରହିବ। ବ୍ୟବସାୟ ବୃଦ୍ଧି ପାଇବା ସହିତ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ସବୁ ସ୍ୱପ୍ନ ସାକାର ହେବ।

Kanya

୩. କନ୍ୟା ରାଶି:- ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବୁଧ ଗ୍ରହର ଗମନାଗମନ କନ୍ୟା ରାଶି ଥିବା ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଦେବ। ଆପଣଙ୍କୁ ନୂତନ ଯାନ, ସମ୍ପତ୍ତି ଏବଂ ଘର ପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଚାରଧିନ ଥିବା ସମସ୍ତ କାର୍ଯ୍ୟ ସମାପ୍ତ ହେବ ଏହା ବ୍ୟତୀତ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହେବ।

ଆହୁରି ପଢ଼ନ୍ତୁ:- ଶାସ୍ତ୍ର ଅନୁସାରେ ଖାଦ୍ୟରୁ କେଶ ବାହାରିବା ଦେଇଥାଏ ଏହିସବୁ ଦୁର୍ଦିନର ସଂକେତ ରୁହନ୍ତୁ ସତର୍କ