ଚନ୍ଦ୍ର ଗ୍ରହଣ ସରିବା ପରେ ଏହି ୪ଟି ରାଶି ଉପରେ‌ ପଡ଼ିଲା ଚନ୍ଦ୍ରଦେବଙ୍କ କୃପା, ହେବ ବହୁତ୍ ବଡ ଆର୍ଥିକ ଲାଭ

 
Chnadradev

ଅକ୍ଟୋବର ୨୮ ତାରିଖ ଶରତ ପୂର୍ଣ୍ଣିମା। ସାଧାରଣତଃ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଗ୍ରହଣ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ମା' ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଦିବସରେ ଚନ୍ଦ୍ର ଗ୍ରହଣ ପଡିଥିବାରୁ ତାହା ଟିକେ ଖାସ୍‌ ହୋଇଯାଇଛି। ଭାରତର ପ୍ରାୟ ସବୁ ରାଜ୍ୟରେ ରାହୁଗ୍ରସ୍ତ ଚନ୍ଦ୍ର ଦୃଶ୍ୟମାନ ହୋଇଥିଲା। 

Chandra dev

ତେବେ ପ୍ରତ୍ୟେକ ଗ୍ରହଣ ରାଶି ଉପରେ‌‌ ପ୍ରଭାବ ପକାଇଥାଏ। କିଛି ରାଶି ଉପରେ ଭଲ ପ୍ରଭାବ ପଡିଥିବା ବେଳେ କିଛି ରାଶି ଉପରେ‌ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ଏଥର ଗ୍ରହଣ ପରେ ୪ଟି ରାଶିଙ୍କ‌ ଉପରେ ଶୁଭ ପ୍ରଭାବ ପକାଇଛି।

ଚନ୍ଦ୍ର ଗ୍ରହଣ ସମାପ୍ତ ହେବା ପରେ ଏହି ରାଶି ଗୁଡିକ ମାନଙ୍କ ଭାଗ୍ୟରେ ଧନ ଲାଭ ହେବାର ଯୋଗ ବନୁଛି। ଚନ୍ଦ୍ର ଗ୍ରହଣ ଯୋଗୁ ଏହି ଚାରୋଟି ରାଶି ମାନଙ୍କ ଜାତକରେ ବହୁତ୍ ପରିବର୍ତ୍ତନ ହେବାର ଆଶଙ୍କା ଅଛି ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ- ମେଷ,କନ୍ୟା,ତୁଳା ଏବଂ ଧନୁ ରାଶି

Lunar eclipse

ମେଷ,କନ୍ୟା,ତୁଳା ଏବଂ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ଏହି ଚନ୍ଦ୍ର ଗ୍ରହଣ ରୁ ନିଜର ଧନ ସହିତ ଜଡିତ ସବୁ ଅସୁବିଧାରୁ ମୁକ୍ତି ମିଳିଯିବ। ଆପଣଙ୍କ ମନ ଧାର୍ମିକ କାମ ପ୍ରତି ଅଧିକ ଧ୍ୟାନ ରହିବ। ବ୍ୟାପାର ବାଣିଜ୍ୟରେ ଲୋକଙ୍କ ସଫଳତାର ଦ୍ୱାର ଖୋଲିଯିବ. ଆଉ ଆପଣଙ୍କୁ ଅନେକ ଉପାୟରୁ ଆୟ ହେବ। ପାରିବାରିକ ଜୀବନ ଆନନ୍ଦମୟ ଓ ଦାମ୍ପତ୍ୟଜୀବନ ରେ ଖୁସି ଆସିବ।