ମହାଷ୍ଟମୀରେ ହେବାକୁ ଯାଉଛି ରବି ଓ ସର୍ବାର୍ଥ ସିଦ୍ଧି ଯୋଗ, ଏହି ୪ ରାଶିଙ୍କ ଆରମ୍ଭ ହେବ ଭଲଦିନ

 
Maha ashtami

ନବରାତ୍ରିରେ ବଦଳିବାକୁ ଯାଉଛି ଆପଣଙ୍କର ଭାଗ୍ୟ। ଏଥର ୨୨ ଅକ୍ଟୋବରରେ  ଶାରଦୀୟ ନବରାତ୍ରୀର ମହାଷ୍ଟମୀ ପଡ଼ିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଏକ ବିରଳ ମହାଷ୍ଟମୀ ଅଟେ। ନବରାତ୍ରିରେ ମହାଷ୍ଟମୀ କୁ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଥାଏ। ଚଳିତ ବର୍ଷ ମହାଷ୍ଟମୀ ଦିନ ରବି ଯୋଗ ଓ ସର୍ବାଧି ସିଦ୍ଧି ଯୋଗ ସୃଷ୍ଟି ହେବାକୁ ଯାଉଛି। 

ଓ

ପ୍ରାୟ ୧୦୦ ବର୍ଷ ପରେ ଏପରି ରାଜ ଯୋଗ ସୃଷ୍ଟି ହେଉଛି ମହଷ୍ଟମିରେ। ଯାହା କିଛି ଲୋକଙ୍କ ଭାଗ୍ୟରେ ଶୁଭ ସମାଚାର ଆଣିବା ସହିତ ତାଙ୍କର ଆର୍ଥିକ ଓ ପାରିବାରିକ ଓ ସାମାଜିକ ଜୀବନରେ ଉନ୍ନତିର କାରଣ ପାଲଟିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଚାରୋଟି ରାଶି ଯାହାଙ୍କର ଭାଗ୍ୟ ନବରାତ୍ରିରେ ଉଜ୍ଜ୍ବଳ ହେବାକୁ ଯାଉଛି।

* ମେଷ  : ଆର୍ଥିକ ଉନ୍ନତି ଘଟିବ। ବ୍ୟବସାୟରେ ଲାଭବାନ ହେବେ। ସମାଜରେ ପ୍ରତିଷ୍ଠା ପାଇବେ। ଖୁବ୍ ଶୀଘ୍ର ଶୁଭ ସମାଚାର ମିଳିବ।

* କର୍କଟ : ପାରିବାରିକ ଓ ସାମାଜିକ ଜୀବନରେ ସୁଖ ଶାନ୍ତି ବଢିବ। ନୂତନ ନିଯୁକ୍ତି ମିଳି ପାରେ । ସ୍ୱାଭିମାନ ବଢିବ। ଧନ ପ୍ରାପ୍ତି ହେବ।

* କନ୍ୟା  : ବ୍ୟବସାୟରେ ଉନ୍ନତି ଘଟିବ। ପରିଶ୍ରମର ଫଳ ମିଳିବ। ବିବାହ ଯୋଗ ସୃଷ୍ଟି ହେବ। ନୂତନ ଜାଗା କୁ ଯାତ୍ରା କରିବେ।

* ମୀନ  : ଅଚାନକ ଧନ ପ୍ରାପ୍ତି ହେବ। ଅନେକ ଦିନ ଧରି ପଡ଼ି ରହିଥିବା କାମ ପୂରଣ ହେବ। ଭାଗ୍ୟ ଓ ଭଗବାନ ଦୁହେଁ ସାଥ ଦେବେ। ପ୍ରେମରେ ପଡି ପାରନ୍ତି ।