ବର ୧୭ କୁ କନ୍ୟା ୪୫! ସୋସିଆଲ୍ ମିଡିଆରୁ ହେଲା ପ୍ରେମ, ଘରୁ ଫେରାର୍ ହୋଇ ମନ୍ଦିରରେ ହେଲେ ବାହା, ପୁରା ଘଟଣା ଜାଣି ହେବେ ତାଜୁବ୍

 
Bahaghara
ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟକର ଭିଡିଓ । ପୁଅ ୧୭ ଓ ଝିଅ ୪୫ ହେଲେ ବାହା । ଭିଡିଓ ଭାଇରାଲ୍ ହେବା ପରେ ଦେଖିବାକୁ ମିଳିଛି ନାହିଁ ନଥିବା କମେଣ୍ଟ । କେ କହୁଛି ମାଆ ପୁଅକୁ ବାହା ହେଉଛି ତ କିଏ କହୁଛି ଶାଶୁ ଜ୍ବାଇଁକୁ ବାହା ହେଉଛି । ଆହୁରି ଅନେକ କମେଣ୍ଟ ଯାହା ହୁଏ ତ କହିବା ସମ୍ଭବ ନୁହେଁ ।

Bahaghara

ବର୍ତ୍ତମାନ ସୋସିଆଲ ମିଡିଆର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଭିଡିଓ । ପ୍ରାୟ ୧୫ ଦିନର ଭିଡିଓରେ ଦେଖିବାକୁ ମିଳିଛି ୧କୋଟିରୁ ଅଧିକ ଭିୟୁ । ଏହି ଘଟଣାଟି ଅନ୍ୟ କେଉଁ ସ୍ଥାନର ନୁହେଁ ବରଂ ଓଡ଼ିଶାର । ଯାହା ଅବିଶ୍ବାସ ହେଉଥିଲେ ମଧ୍ୟ ସତ ।

ଗତ ନଭେମ୍ବର ମାସ ୨୫ ତାରିଖରେ କଟକର ଗଣେଶଘାଟ୍ ଙ୍କ ପୁଅ ଉଦିତ ଶଙ୍କର ପାଲ୍ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ବିବାହ କରିଥିଲେ । ଉଦିତଙ୍କ ବୟସ ମାତ୍ର ୧୭ ବର୍ଷ । ବିବାହ ପରେ ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Marriage

ଉଦିତଙ୍କ କହିବା ଅନୁସାରେ , ତାଙ୍କୁ ଏହି ଖରାପ୍ କମେଣ୍ଟର କିଛି ପ୍ରଭାବ ପଡୁ ନାହିଁ । କାରଣ ସେ ନିଜ ଜୀବନ ସାଥୀ ସହିତ ବେଶ୍ ଖୁସିରେ ଅଛନ୍ତି । ଉଦିତ ଆହୁରି ମଧ୍ୟ କହିଛନ୍ତି ସେମାନେ ଗତ ଅକ୍ଟୋବର ୨୨ ତାରିଖରେ ଫେସ୍ ବୁକ୍ ରେ ଭେଟ ହୋଇଥିଲେ । ୧ ମାସ ପ୍ରେମ କରିବା ପରେ ସେ ନଭେମ୍ବର ୨୨ ତାରିଖରେ ବିବାହ କରି