ନବୀନଙ୍କୁ ସିଧା ଟକ୍କର ଦେବେ ଅମିତ ଶାହା, ଏଥର ଓଡିଶା ଦେଖିବ ଶାହ-ନବୀନଙ୍କ ଲଢ଼େଇ, ତାହାଲେ କିଏ ମାରିବ ବାଜି ?

 
amit saha and naveen

ଏଥର ଓଡ଼ିଶାରେ ମୁହାଁ ମୁହିଁ ହେବେ ନବୀନ ବାବୁ ଙ୍କୁ ଅମିତ ସାହା, ଦେଖିବାକୁ ମିଳିବ ପ୍ରତିଶୃତି ର ନୂଆ ସ୍ୱପ୍ନ । ନବୀନ ଏବଂ ଅମିତ ଶାହା ହେବେ ଲଢ଼େଇ ରେ କାହାର ହେବ ବିଜୟ ? କ୍ଷମତା ପାଇଁ ଏକ ବଡ଼ ସଂଘର୍ଷ ଦେଖାଯିବ । ଏଥର ଓଡିଶା ରେ ହେବ ଜବରଦସ୍ତ ଲଢେଇ । ଦୁଇ ହେବି ୱେଟ ହେବେ ମୁହାଁମୁହିଁ । କ୍ଷମତା ର ଚେୟାର ରେ କିଏ ବସିବ ତା ପାଇଁ ନିର୍ବାଚନ କ୍ଷେତ୍ରରେ ଚାଲିବ ଭୋଟର ଲଢେଇ ।

d dfs sf s

ବୈଶାଖ ଝାଞ୍ଜି ଠାରୁ ବଢ଼ିଯିବ ରାଜନୀତି ର ପ୍ରଚଣ୍ଡ ତାତି । ନବୀନ ପଟ୍ଟନାୟକ ଏବଂ ଅମିତ ଶାହା ହେବେ ମୁହାଁମୁହିଁ । ଅମିତ ଶାହା ଙ୍କ ଓଡିଶା ଗସ୍ତ କୁ ନେଇ ଅନେକ ଆଲୋଚନା ହେଉଛି । 2024 ବର୍ଷ ଏକ ନିର୍ବାଚନ ବର୍ଷ ଏବଂ ଭାରତ ରେ ସାଧାରଣ ନିର୍ବାଚନ ହେବ ।  ସମସ୍ତ ଦଳ ନିଜ ନିଜ ଶକ୍ତି ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

କଳେ ବଳେ କୌଶଳେ କ୍ଷମତା ଦାଖଲ କରିବା ପାଇଁ ସାଜସଜ୍ଜା ଆରମ୍ଭ ହୋଇଯାଇଛି । ଓଡିଶା ରେ ମଧ୍ୟ ସରକାର ଙ୍କ କାର୍ଯ୍ୟ ବର୍ଷ ଶେଷ ହେବାକୁ ଯାଉଛି । ଏବଂ ଓଡିଶାରେ ଏକ ନୂତନ ସରକାର ଗଠନ ହେବ । ସେଥିପାଇଁ ଓଡିଶା ର ପରିବେଶ ଟିକେ ଗରମ ଅଟେ ।

ଆହୁରି ପଢନ୍ତୁ :- ହୋଲିରେ ମୋଦୀଙ୍କ ବଡ଼ ଘୋଷଣା! କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ ଏତେ ହଜାର ଟଙ୍କା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ରାଜନୈତିକ ଦଳ ମଧ୍ୟ ଲୋକଙ୍କ ହୃଦୟ ଜିତିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ପ୍ରତିଶୃତି ର ବର୍ଷା ହେବ ଏବଂ ନୂତନ ସ୍ୱପ୍ନ ଦେଖାଯିବ । ହାତୀ ଦେବି, ମୁଁ ଘୋଡା ଦେବି କହି ସମସ୍ତଙ୍କ ସ୍ୱପ୍ନ ରଙ୍ଗୀନ କରିବ । ବିଜେପି କେନ୍ଦ୍ର ସରକାର ଙ୍କ ସଫଳତା ଏବଂ ବିଜେଡି ରାଜ୍ୟ ର ସଫଳତା ବିଷୟରେ କହିବ । ବିଜେଡି ଗାଁ ରୁ ଗାଁ କୁ ଯାଇ ବିଜୁ ବାବୁ ଙ୍କ ନାମ ନେବ ଏବଂ ବିଜେପି ମୋଦୀ ଙ୍କ ନାମ ନେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡି ଦାୟିତ୍ ଗ୍ରହଣ କରିବେ।

ଏବଂ ଗୃହମନ୍ତ୍ରୀ ଅମିତ ଶାହା ନିଜେ ବିଜେପି ର ଭାର ସମ୍ଭାଳିବେ । ନିର୍ବାଚନ ପୂର୍ବରୁ ଲୋକ ଙ୍କ ମନ କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯିବ । ଉଭୟ ଦଳ ପରସ୍ପର ର ବହି ଖୋଲିବେ । ନିର୍ବାଚନ କ୍ଷେତ୍ର ବୃଦ୍ଧି ପାଇବ ଏବଂ ପରିବେଶ ଅତ୍ୟନ୍ତ ଗରମ ହେବ ।