ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ, ଓଡ଼ିଶାର ଏହି ସ୍ଥାନ ରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟବାସୀ ସାବଧାନ! କାରଣ ମାଡି ଆସୁଛି ଭୟଙ୍କର ବର୍ଷା । ଆଜି ଠାରୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ସେପ୍ଟେମ୍ବର ୨୫ ଓ ୨୬ ତାରିଖ ସ୍ଥିତି ଅତି ସଙ୍ଗୀନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି । ଖାଲି ଏତିକି ନୁହେ ସୂଚନା ମିଳିଛି କି ରାଜ୍ୟରେ ୫ ଦିନ ଧରି ବର୍ଷିବ । ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା
 
ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ, ଓଡ଼ିଶାର ଏହି ସ୍ଥାନ ରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟବାସୀ ସାବଧାନ! କାରଣ ମାଡି ଆସୁଛି ଭୟଙ୍କର ବର୍ଷା । ଆଜି ଠାରୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ସେପ୍ଟେମ୍ବର ୨୫ ଓ ୨୬ ତାରିଖ ସ୍ଥିତି ଅତି ସଙ୍ଗୀନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି ।

ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ, ଓଡ଼ିଶାର ଏହି ସ୍ଥାନ ରେ ହେବ ପ୍ରବଳ ବର୍ଷା

ଖାଲି ଏତିକି ନୁହେ ସୂଚନା ମିଳିଛି କି ରାଜ୍ୟରେ ୫ ଦିନ ଧରି ବର୍ଷିବ । ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ, ଓଡ଼ିଶାର ଏହି ସ୍ଥାନ ରେ ହେବ ପ୍ରବଳ ବର୍ଷା

ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ । ତାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ଦିନ ପାଇଁ ଓଡ଼ିଶା ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି । ସୂଚନା ମିଳିଛି କି ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ।

ପୁଣି ସୃଷ୍ଟି ହେଲା ଭୟଙ୍କର ଲଘୁଚାପ, ଚେତାବନୀ ଦେଲା ପାଣିପାଗ ବିଭାଗ, ଓଡ଼ିଶାର ଏହି ସ୍ଥାନ ରେ ହେବ ପ୍ରବଳ ବର୍ଷା

ଏହାର ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ । ଏହାର ୪୮ ଘଣ୍ଟା ପରେ ଅର୍ଥାତ୍‌ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।