ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଭାଇରାଲ ଏମଏମଏସ ଭିଡିଓ, ଦ୍ରୁତ ଗତିରେ ଖରାପ ସମ୍ବନ୍ଧ ପାଇଁ ଯାଇଛି ଜୀବନ!

 
Subhalaxmi

ବାର୍‌ ଗାର୍ଲ ଶୁଭଲକ୍ଷ୍ମୀ ସାହୁ ଆତ୍ହହତ୍ୟା ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଶୁଭଲକ୍ଷ୍ମୀଙ୍କ ମୋବାଇଲ୍‌ରୁ ମିଳିଛି ତାଙ୍କର କିଛି ଅନ୍ତରଙ୍ଗ ଭିଡିଓ। ଯେଉଁ ଭିଡ଼ିଓକୁ ନେଇ ତାଙ୍କୁ କରାଯାଉଥିଲା ବ୍ଲାକମେଲିଂ। ଆଉ ସେଥିପାଇଁ କିଛିଦିନ ହେବ ମାନସିକ ଚାପରେ ରହୁଥିଲେ ଶୁଭଲଷ୍ମୀ। ଆଉ ମାନସିକ ଚାପ ସହି ନପାରି ଜୀବନ ହାରିଲେ।

Subhalaxmi

ଭାଇରାଲ ଏମ୍‌ଏମ୍‌ଏସ୍‌ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓରେ ଶୁଭଲକ୍ଷ୍ମୀ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏବେ ୬୦ ସେକେଣ୍ଡର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି। ମୋବାଇଲକୁ ମୋବାଇଲରୁ ଘୁରି ବୁଲୁଥିବା ଏହି ଭିଡିଓକୁ ଯିଏ ଦେଖିଛି ସେ ନିଜକୁ ବିଶ୍ୱାସ କରିପାରୁନି। ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କୁ ଭିଡିଓରେ ଦେଖିବା ପରେ ଏବେ  ୧୨ ଲୋକଙ୍କ ୧୩ କଥା ଚର୍ଚ୍ଚା ଆଲୋଚନା ଓ ସମାଲୋଚନା।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଶୁଭଲକ୍ଷ୍ମୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ଓ ନିଜେ ଭିଡିଓ ରେକର୍ଡ କରୁଛନ୍ତି। ତେବେ ଭାଇରାଲ ଭିଡିଓରେ ନଜର ଆସୁଥିବା ସଂପୃକ୍ତ ଯୁବକ ଜଣଙ୍କ କିଏ ତାଙ୍କର ପରିଚୟ ମିଳିନାହିଁ। ସେ କେଉଁଠୁ ଆସିଲେ ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କେଉଁଠୁ ଓ କେମିତି ଆରମ୍ଭ ହେଲା ତାକୁ ନେଇ ନେଇ କଳ୍ପନା ଜଳ୍ପନା ଆରମ୍ଭ ମଧ୍ୟ ହୋଇଯାଇଛି।

ଭାଇରାଲ ହେଉଥିବା ଭିଡିଓ କେଉଁଠିକାର, ସମ୍ଭୋଗ ସୁଖର ଆନନ୍ଦ ନେବା ବେଳେ ଭିଡିଓ ଉତ୍ତୋଳନର ଆବଶ୍ୟକତା କାହିଁକି ପଡ଼ିଲା ଏବଂ କିଏ ଭାଇରାଲ କଲା ବୋଲି ମଧ୍ୟ ଆଲୋଚନା ହୋଇଛି। ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ କମଳାନେହେରୁ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ। ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ। ସେହିଦିନ ଅପରାହ୍ନ ୩ଟାରେ କଟକ ରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। ପରେ ତାଙ୍କ ମୃତଦେହ ମିଳିଥିଲା।